ଅର୍ଣ୍ଣବଙ୍କୁ ଗିରଫ କଲା ପୋଲିସ। ଖବର ଦେଶ- ବିଦେଶ OdishaBuzzTeam November 4, 2020 0 2966 ମୁମ୍ବାଇ:ରିପବ୍ଲିକ ଟିଭିର ଏମଡି-ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ।ରିପବ୍ଲିକ ନେଟୱାର୍କ ୨୦୧୮ରେ ଏକ ଇଣ୍ଟେରିଅର ଡିଜାଇନରଙ୍କ ୮୩ ଲକ୍ଷ ଟଙ୍କା ପ୍ରାପ୍ୟ ନ ଦେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଥିଲା।