୨୦୧୯ ପାଇଁ ନୌସେନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇ ଏନ ଏସ ଚିଲିକାକୁ ମିଳିଲା ୟୁନିଟ ପ୍ରଶସ୍ତିପତ୍ର ।ପ୍ରଶସ୍ତିପତ୍ର ପ୍ରଦାନ କଲେ ନୌସେନା ମୁଖ୍ୟ । ପୂର୍ବରୁ ୨୦୦୫ ଓ ୨୦୧୨ରେ ବି ମିଳିଥିଲା ପ୍ରଶସ୍ତିପତ୍ର।ସେବାରେ ଉତ୍କର୍ଷତା ପାଇଁ ଏଭଳି ସମ୍ମାନ ଦିଆଯାଇଥାଏ। ତିତ୍ଲି ଓ ଫନିରେ ରିଲିଫ କାର୍ଯ୍ୟରେ ସକ୍ରିୟ ଭୂମିକା ନେଇଥିଲା INS ଚିଲିକା। ପ୍ରତିବର୍ଷ INS ଚିଲିକା ୬୬୦୬ ନୌସୈନିକଙ୍କୁ ତାଲିମ ଦେଇଥାଏ