ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ଙ୍କ କମାଲ।

 ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ଙ୍କ କମାଲ।

କଟକ: ପୁଣି ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ଙ୍କ କମାଲ । ଆସନ୍ତା ନଭେମ୍ବର ୪ ରୁ ୯ ତାରିଖ ପର୍ଯ୍ୟନ୍ତ ୟୁଏଇ ରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜ ରେ ନିଜର ସ୍ଥାନ ପକା କରିଛନ୍ତି ସେ । ସେ ତାରକା ଖେଳାଳି ମିତାଲି ରାଜ ଙ୍କ ଟିମ ରେ ଆସିବେ ନଜର ।

ସେ ଟିମ ଭେଲୋସିଟି ଅର୍ଥାତ ମିତାଲି ରାଜ ଙ୍କ ଅଧିନତ୍ୱ ରେ ନିଜ ଖେଳ ପଦର୍ଶନ କରିବେ । ସେ ପୂର୍ବରୁ ଅନେକ ଓଡିଶା କ୍ରିକେଟ ଆସୋସିଏସନ ପାଇଁ ୧୯ ଓ ୨୩ ବର୍ଷ ରୁ କମ , ସିନିୟର ମହିଳା ଦଳ ରେ ମଧ୍ୟ ନିଜର ଜଲବା ଦେଖେଇ ସାରିଛନ୍ତି । ଏହାସହ ଇଷ୍ଟ ଯୋନ , ଇଣ୍ଡିଆ ଏ ,ଚାଲେଞ୍ଜର ଟ୍ରଫି ରେ ଇଣ୍ଡିଆ ବ୍ଲ୍ୟୁ ପକ୍ଷରୁ ମଧ୍ୟ ଖେଳି ସାରିଛନ୍ତି ।

ତେବେ ଏହି ପ୍ରତିଯୋଗିତାରେ ରେ ସୁଶ୍ରୀ ଚୟନ ହେବା ସୁଶ୍ରୀ କୁ କୃତଜ୍ଞଟା ଜଣାଇବା ସହ ରେ ବିସିସିଆଇ କୁ ମଧ୍ୟ ଧନ୍ୟବାଦ ଜଣାଇଛି ଓସିଏ ।

 

Related post

News in English