ଓଡ଼ିଶାରେ ପଶିଲା ବ୍ଲାକ ଫଙ୍ଗସ ଭୁତାଣୁ।

 ଓଡ଼ିଶାରେ ପଶିଲା ବ୍ଲାକ ଫଙ୍ଗସ ଭୁତାଣୁ।

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କଠାରେ ବ୍ଲାକ୍‌ ଫଙ୍ଗସ ଭୂତାଣୁ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲକ୍ଷଣଧାରୀ ଭୁବନେଶ୍ବର କଳିଙ୍ଗନଗର ଅଞ୍ଚଳର ଓ ୭୧ ବର୍ଷ ବୟସ୍କ। ସେ ଘରେ ଥିଲେ, ଏବେ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତାଙ୍କର ପରିବାରରୁ ଜଣେ କରୋନା ସଂକ୍ରମିତ ହେବା ପରେ ତାଙ୍କର ସ୍ବାବ ନମୁନା ନିଆଯାଇଥିଲା । ଗତ ଏପ୍ରିଲ ୨୦ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

Related post

News in English