ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ।

 ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ।

କାବୁଲ: ତାଲିବାନୀ ଆତଙ୍କବାଦୀ ଆକ୍ରମଣରେ ୨୦ ଆଫଗାନୀସ୍ତାନ ଯବାନ ସହିଦ ହୋଇଛନ୍ତି। ଶୁକ୍ରବାର ଫାରା ସିଟିର ମିଲିଟାରୀ ବେସ୍‌ର ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଦୁଇ ଯବାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବି ଛଡ଼େଇ ନେଇଛନ୍ତି ଆତଙ୍କବାଦ।ଏନେଇ ସୂଚନା ଦେଇ ଫାରା ପ୍ରାଦେଶିକ ପରିଷଦର ଅଧିକାରୀ ଦାଦୁଲ୍ଲା କାନି କହିଛନ୍ତି, ଶାଖାବାଲା କାନସ୍କ ଅଞ୍ଚଳରେ ଥିବା ମିଲିଟାରୀ ବେସ୍‌ରେ ଆହି ଆକ୍ରମ ହୋଇଥିଲା। ପାଖାପାଖି  ଦିନ ୨ଟା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇ ତାଲାବାନୀ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

 

Related post

News in English