ପ୍ରଭୁ ଗୋରେଖନାଥଙ୍କ ହୁଣ୍ଡି ତାଲା ଖୋଲି ଲକ୍ଷାଧିକ ଟଙ୍କା ଚୋରି।

 ପ୍ରଭୁ ଗୋରେଖନାଥଙ୍କ ହୁଣ୍ଡି ତାଲା ଖୋଲି ଲକ୍ଷାଧିକ ଟଙ୍କା ଚୋରି।

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ହୁଣ୍ଡି ତାଲା ଖୋଲି ଲକ୍ଷାଧିକ ଟଙ୍କା ଚୋରି। ଗତ କାଲି ବିଳମ୍ବିତ ରାତିରେ ତାଲା ଖୋଲି ଲୁଟିନେଇଥିବା ଅଭିଯୋଗ।ଗୋରେଖନାଥଙ୍କ ସମ୍ମୁଖରେ ରେ ଥିବା ଦାନବାକ୍ସ ବା ହୁଣ୍ଡି ଖୋଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଲୁଟିନେଇଥିବା ର ଜଣା ଯାଇଛି। ହୁଣ୍ଡିରେ ପ୍ରାୟ 15 ଲକ୍ଷରୁ ଉର୍ଦ୍ଧ ଟଙ୍କା ଥିବାର ଅନୁମାନ କରାଯାଇଛି।ଗୋରେଖନାଥଙ୍କ ପୀଠରେ ପୋଲିସ ଆଉଟପୋଷ୍ଟରେ କର୍ମଚାରୀ, ପୀଠର ରାତି ଜଗୁଆଳି ସହ ସିସିଟିଭି କ୍ୟାମେରା ଥିବା ସତ୍ୱେ ଚୋରି।ଆନୁମାନିକ ଆଠ ଲକ୍ଷ ଉର୍ଦ୍ଧ ଟଙ୍କା ଲୁଟ ହୋଇଥିବା କୁହାଯାଇଛି।
ଗତକାଲି ରାତିରେ କୌଣସି ପୋଲିସ ଅଧିକାରୀ ନ ଥିବାରୁ ଦୁବୃର୍ତ୍ତ ମାନେ ଏହାର ସୁଯୋଗ ନେଇ 2 ନମ୍ୱର୍ ହୁଣ୍ଡି ଦାନବାକ୍ସ ଭାଙ୍ଗି ନେଇଥିବା CCTV ଫୁଟେଜରେ କଏଦ ହେଇଛି। ଘଟଣା ସ୍ଥଳରେ ତିର୍ତୋଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related post

News in English