ଭୁବନେଶ୍ୱର: ବଦଳିଲେ ବିଏମ୍ସି କମିଶନର। ନୂଆ ବିଏମସି କମିଶନର ହେଲେ ସଞ୍ଜୟ ସିଂ। ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂଙ୍କୁ ସରକାର ଟ୍ରାମିନେଟ କଲେ ତାଙ୍କ ପଦବୀରୁ। ସଞ୍ଜୟ ସିଂ ବିଏମସି କମିଶନର ହେବା ପରେ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।