ବୁଲା ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ସହାୟତା। ମୁଖ୍ୟ ଖବର ରାଜ୍ୟ ଖବର OdishaBuzzTeam May 9, 2021 0 3774 ଭୁବନେଶ୍ୱର: ବୁଲା ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା। ୬୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଟି ମହାନଗର ନିଗମ ଓ ୪୮ଟି ମ୍ୟୁନିସିପାଲିଟିକୁ ମିଳିବ ସହାୟତା ରାଶି, ୬୧ଟି ଏନ୍ଏସିମାନଙ୍କୁ ମଧ୍ୟ ମିଳିବ ସହାୟତା ଅର୍ଥରାଶି।