ସିଲ ହେଲା ଜିମ। ମହାନଗର OdishaBuzzTeam October 5, 2020 0 2383 କଟକ: କୋଭିଡ ନିୟମ କୁ ବେଖାତିର କରିବାରୁ କଟକ ଜଗତପୁର ବ୍ୟରେଜ ରୋଡ଼ ସ୍ଥିତ ମହାବୀର ଜିମ କୁ ସିଲ କଲା ଜଗତପୁର ପୋଲିସ। ଜିମ ମଧ୍ୟରେ ଅଧିକ ଲୋକ ଏକାଠି ଥିବା ଲକ୍ଷ କରି ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।