୨ଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ।

 ୨ଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ।

ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜଣେ ଯୁବକ ନିଜ ପ୍ରେମିକାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛି । ଏଥିରେ ଯୁବତୀ ଜଣକ ପୋଡିହୋଇ ପ୍ରାଣ ହରାଇଛନ୍ତି । ତେବେ ଜଳୁଥିବା ବେଳେ ଯୁବତୀ ଜଣକ ଅଭିଯୁକ୍ତ ଯୁବକକୁ ଜାବୁଡି ଧରିବାରୁ ସେ ମଧ୍ୟ ପୋଡିହୋଇ ପ୍ରାଣ ହରାଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବିଜୟୱାଡାର ପର୍ସଲ ସେଣ୍ଟର ଅନ୍ତର୍ଗତ ହନୁମାନପେଟ୍‌ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଯୁବତୀ ଜଣକ ଏକ କୋଭିଡ କେୟାର ସେଣ୍ଟରରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କର ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା।

 

Related post

News in English