୬୦ କିଲୋ ଗଞ୍ଜେଇ ସହ ଦୁଇ ଗିରଫ।

 ୬୦ କିଲୋ ଗଞ୍ଜେଇ ସହ ଦୁଇ ଗିରଫ।

କଟକ: ଆଜି ସକାଳ ୬ ଟା ସମୟରେ ମଙ୍ଗୁଳି ଛକ ନିକଟରେ ଏକ ପିକ ଅପ ଗାଡି ମଧ୍ୟରେ ତିନି ଗୋଟି ବସ୍ତା ମଧ୍ୟରେ ୬୦ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଗିରଫ। ଏହି ଗଞ୍ଜାଇ କନ୍ଧମାଳ ରୁ ବାଲେଶ୍ୱର କୁ ଚାଲାଣ ହେଉଥିଲା।

Related post

News in English