ଦର୍ଶକଙ୍କ ପାଇଁ ଖୋଲିଲା ଭିତରକନିକା। ଖବର ଭ୍ରମଣ OdishaBuzzTeam October 19, 2020 0 2331 କେନ୍ଦ୍ରାପଡା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା। ପ୍ରତିଦିନ ସର୍ବାଧିକ ୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି, କୋଭିଡ୍ ନିୟମ ପାଳନ କରିବା ବାଧ୍ୟତାମୂଳକ, ପୂର୍ବରୁ କେବଳ ରାତ୍ରି ଯାପନ କରିବାକୁ ଅନୁମତି ମିଳିଥିଲା, ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା।