ମୁମ୍ବାଇ:ଭଉଣୀ ଖୁସବୁ ପଟାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଦିଶା ପଟାନୀ । ଖୁସବୁ ଓ ଦିଶା ପଟାନୀ ବର୍ତ୍ତମାନ ମାଲଦ୍ବୀପ ବୁଲିବା ପାଇଁ ଯାଇଛନ୍ତି । ଅଭିନେତ୍ରୀ ଦିଶା ପଟାନୀ ତାଙ୍କ ବଡ଼ ଭଉଣୀ ଖୁସବୁ ପଟାନୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ଫୋଟ ସେ ଇନଷ୍ଟାଗ୍ରାମ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ୍ ଲେଖିଛନ୍ତି ଯେ ତାଙ୍କ ବଡ ଭଉଣୀ ହେଉଛନ୍ତି ତାଙ୍କ ପ୍ରେରଣାଦାୟୀ । ଦିଶା ପଟାନୀଙ୍କ ଭଉଣୀ ଖୁସବୁ ପଟାନୀ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ ଜେନେରାଲ୍ ।