ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ୍।

କଟକ:ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ୍। ଅଦ୍ୟାବଧି ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା ଜଣାଇଲା।ତଦନ୍ତ ଅଧିକାରୀଙ୍କୁ କୋଭିଡ଼ ଯୋଗୁଁ ଅପ୍ ଟୁ ଡେଟ୍ ଷ୍ଟାଟସ ରିପୋର୍ଟ ପାଇଁ ସମୟ ମାଗିଲା କ୍ରାଇମବ୍ରାଞ୍ଚ,ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି।  Read More

ଗଞ୍ଜାମ ପୋଲିସ ହାତରେ ବଡ଼ ସୁନା ଲୁଟେରା ଗ୍ୟାଙ୍ଗ।

ଗଞ୍ଜାମ ପୋଲିସ ଦ୍ୱାରା ସାଢ଼େ ୬ କେଜି ସୁନା ଜବତ କରିବା ସହ ୧୦ ଲୁଟେରା ଓ ୫ ଖରିତଦାର ଙ୍କୁ ମଧ୍ୟ ଗିରଫ କରିଛି ଗଞ୍ଜାମ ପୋଲିସ। ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ କରିଛି ପୋଲିସ।ସୂଚନାନୁସାରେ ଗତ ଅକ୍ଟୋବର ୧୨ ତାରିଖରେ ପୁରୁଷୋତ୍ତମପୁର ଚାଙ୍ଗୁଡିପଦର ସାହିର ସୁନା ବ୍ୟବସାୟୀ ସୁରେନ୍ଦ୍ରନାଥ ନାୟକଙ୍କ ଘରୁ ଅଢେଇ କୋଟି ଟଙ୍କାର ସୁନା ଅଳଙ୍କାର ଦେଢ଼ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଥିଲେ ଲୁଟେରା […]Read More

ମୋବାଇଲରେ ହେବ ଜଳସେଚନ ସମାଧାନ।

ଭୁବନେଶ୍ୱର: ଏବେ ମୋବାଇଲରେ ହେବ ଜଳସେଚନ ସମାଧାନ। ଆଉ ଜଳସେଚନ ସମସ୍ୟା ପାଇଁ ଚାଷୀଙ୍କୁ ଯିବାକୁ ପଡିବନି ଅଫିସ। ଜଳ ସଂପଦ ବିଭାଗର ୪ଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଲୋକାର୍ପିତ ହୋଇଥିବା ଅନଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ସେଚ ସମାଧାନ ଏକ ଦ୍ୱିଭାଷୀୟ ମୋବାଇଲ୍‌ ଆପ୍‌। ଏହି ପଦ୍ଧତିରେ ଚାଷୀ ଜଳସଂପଦ ବିଭାଗ ଅଫିସକୁ ନ ଯାଇ ନିଜର ଅଭିଯୋଗ ଫଟୋ ବା ଭିଡ଼ିଓ ମୋବାଇଲ ଆପ୍‌ ଜରିଆରେ ପଠାଇ ପାରିବେ।  Read More

ପୁରୀରୁ ପୁଣି ଧଳା ଜହର ଜବତ।

ପୁରୀ: ପୁରୀରେ ଆଉ ୫୬ ଲକ୍ଷ ଟଙ୍କାର ୫୫୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ, କାଲି ଗୋଟିଏ ଦିନରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ସୂଚନା, ୩ଟି ଚଢ଼ାଉ ଘଟଣାର ସୂଚନା ଦେଲେ ଏସପି ଅଖିଳେଶ୍ବର ସିଂହ। କୁମ୍ଭାରପଡ଼ା ଦେବୀଘାଟ ଛକରେ ୨୫୭ ଗ୍ରାମର ବ୍ରାଉନସୁଗାର ଜବତ, ୨୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ସହ ୫ ବେପାରୀ ଗିରଫ।  Read More

କଟକରେ କଂଗ୍ରେସର ରଣହୁଙ୍କାର।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିରୋଧୀ କଂଗ୍ରେସର ରଣହୁଙ୍କାର। ଜାତୀୟ ରାଜପଥରେ ରାଲି କରି ସରକାରଙ୍କୁ ଚେତାଇ ଦେଇଛି କଂଗ୍ରେସ। ଯେଉଁ ଥିରେ କି ଓଡିଶା ପ୍ରଭାରୀ ଏ ଚେଲ୍ଲାକୁମାର ସାମିଲ୍ ହୋଇଥିଲେ। ଆଉ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବହୁ ସଂଖ୍ୟକ କର୍ମୀ ଏକତ୍ରିତ ହୋଇଥିଲେ। ଓଡିଶା ପ୍ରଭାରୀ ଏକ ଟ୍ରାକ୍ଟର ଯୋଗେ କଟକ ଫୁଲନଖରା ଛକରୁ ବାହାରି କଟକ ଆସିଥିଲେ। ସାଙ୍ଗରେ ଥିଲେ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ନିରଞ୍ଜନ ପଟ୍ଟନାୟକ, ବିଧାୟକ […]Read More

କଟକଣା ରେ ହେବ କାଳୀ ପୂଜା

କଟକରେ ଦୁର୍ଗା ପୂଜା ଭଳି କାଳୀ ପୂଜା ପାଇଁ ବି ଲାଗିଲା କଟକଣା। ୪ ଫୁଟରୁ ଅଧିକ ଉଚ୍ଚ ହେବନି ମୂର୍ତ୍ତି। ନାଚ ଗୀତ ଓ ବାଣ ଫୁଟାଇବାକୁ ବି ବାରଣ।ସମ୍ପୂର୍ଣ୍ଣ ଏସଆରସିଙ୍କ ଗାଇଡଲାଇନ ଅନୁଯାୟୀ ହେବ ପୂଜା । ଡିସିପି ପ୍ରତୀକ ସିଂଙ୍କ ସୂଚନା । ପୂଜାବେଳେ ୧୫ପ୍ଲାଟୁନ୍ ଫୋର୍ସ ସହ ୫୦ ଅଫିସର ମୁତୟନ ହେବେ ଏଥିସହିତ ୧୧ଟି ଅସ୍ଥାୟୀ ପୋଖରୀରେ ହେବ ମୂର୍ତ୍ତି ବିସର୍ଜନ।  Read More

ରାଜ୍ୟସ୍ତରୀୟ ୨ଦିନିଆ ତାଲିମ ଶିବିର ଅନୁଷ୍ଠିତ।

କଟକ : ଆଜି ପ୍ରତ୍ୟୁଷରେ ବାଲେଶ୍ୱର ରୁ ଆସୁଥିବା ଏକ ଯାତ୍ରୀବାହୀ ବସ ଭଦ୍ରକର ତ୍ରିସଲପୁର ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଛି।ବସ ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୧୧ ଜଣ ଯାତ୍ରୀ ଙ୍କୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କାରୀୟଥିଲେ।ସେଠାରେ ସେମାନେ ଚିକିର୍ଚ୍ଛାଧୀନ ଅଛନ୍ତି ବୋଲି ଜଣାପଡ଼ିଛି।  Read More

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

କଟକ : ଆଜି ପ୍ରତ୍ୟୁଷରେ ବାଲେଶ୍ୱର ରୁ ଆସୁଥିବା ଏକ ଯାତ୍ରୀବାହୀ ବସ ଭଦ୍ରକର ତ୍ରିସଲପୁର ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଛି।ବସ ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୧୧ ଜଣ ଯାତ୍ରୀ ଙ୍କୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କାରୀୟଥିଲେ।ସେଠାରେ ସେମାନେ ଚିକିର୍ଚ୍ଛାଧୀନ ଅଛନ୍ତି ବୋଲି ଜଣାପଡ଼ିଛି।  Read More

ଖସୁଛି ପାରଦ, ବଢ଼ୁଛି ଶୀତ : ସୋନପୁରରେ ଆରମ୍ଭ ହୋଇଛି ଶୀତର ଲହରୀ

ସୋନପୁର : ଖସୁଛି ପାରଦ, ବଢ଼ୁଛି ଶୀତ। ଆସନ୍ତା ୩ ଦିନରେ ତଶ୍ବିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ପଶ୍ବିମ ଓଡିଶାରେ ୪ ଡିଗ୍ରି କିମ୍ବା ତା’ଠାରୁ ଅଧିକ ପାରଦ ଖସିବ। ଫଳରେ ନଭେମ୍ବର ୧୦ ତାରିଖ ସୁଦ୍ଧା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଶୀତ ଅନୁଭୂତ ହେବ। ଏବେଠାରୁ ସୋନପୁରରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ଆରମ୍ଭ ହୋଇଗଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ସକାଳୁ ଓ ସଂନ୍ଦ୍ୟାରେ ଖୁବ […]Read More

ସ୍ଥଗିତ ରହିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା ।

କଟକ: ସ୍ଥଗିତ ରହିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ରାମସିସ ହାଜେରା । ସକାଳୁ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।କୋରୋନାର ଦ୍ବିତୀୟ ଲହରିକୁ ଆଶଙ୍କା କରି ଡିସେମ୍ବର ୩୧ ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବୋର୍ଡ ଏପରି ନିଷ୍ପତ୍ତି ନେଇଥିବା ସୂଚନା […]Read More

News in English