ମୂଳ ହିନ୍ଦୀ— ସଂଦୀପ ପ୍ରସାଦଅନୁବାଦ-ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ =============================ଆମେ ଆଠ ଆଠ ଜଣ ଲୋକ ଦଉଡି ଚାଲିଛୁଏକ ଅନ୍ଧ ମାରାଥନ ଦୌଡ, ହାତରେ ନିଜ ନିଜ କବିତା ଧରି ଗୋଟେ ଆଭାସୀ ପଥରେ ।ଆଉ ସେଇ ପଥର ଧାରେ ଧାରେକେଉଁ ଏକ ରକ୍ତ ରଞ୍ଜିତ କ୍ଷେତ୍ରେଚାରି ଜଣ ବସି ଭାଙ୍ଗି ଦେଉଛନ୍ତି ଏବେ ଏବେ ସଳଖି ଥିବା ବହୁ ପୁରୁଣା ଅସଳଖମେରୁଦଣ୍ଡଟିକୁ । ସେଇ ଚାରିଜଣ ଖୁବ୍ ପୁରୁଣା,ବହୁ ବଳଶାଳୀ , ଛକି ଛକି କରିଚାଲିଛନ୍ତି […]Read More
Get all the new Odia Poem Collections by Odisha ‘s famous poets. See the Collections of Poems here and enjoy the Oriya Kabit