ଓଡ଼ିଶା ବଜ୍ଜ ବ୍ୟୁରୋ : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ମୃତ୍ୟୁ ମାମଲା । ଖାସ୍ କରି ପୁରୁଷ ବନ୍ଧୁ ସନ୍ତୋଷକୁ ନେଇ ବଢୁଛି ସନ୍ଦେହ । ଅଭିନେତ୍ରୀଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ସନ୍ତୋଷ ଚୁପ୍ ରହିବା ନେଇ ବଢୁଛି ସସପେନ୍ସ । ତ୍ରିକୋଣୀୟ ପ୍ରେମ ସମ୍ପର୍କ କୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରଶ୍ମିରେଖାଙ୍କୁ ହତ୍ୟା କରାଯାଇଥିବା ନେଇ […]Read More
( ଓଡ଼ିଶା ବଜ୍ଜ ବ୍ୟୁରୋ) ଜାତୀୟ ଓ ରାଜ୍ୟ ରାଜନୀତିର ପରିଚିତ ଆଦିବାସୀ ଚେହେରା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଛି। ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ। ଆଦିବାସୀ ସାନ୍ତାଳୀ ପରିବାରରେ […]Read More
(ଓଡ଼ିଶା ବଜ ବ୍ୟୁରୋ)ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଲାଗିଛି ମୋହର । ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । […]Read More
କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିବ ବଳବନ୍ତ। ଏମିତି ଘଟିଛି ଜଗତସିଂହପୁର ଜିଲ୍ଲାର ଜାମୁଗାଁ ପଞ୍ଚାୟତର ରଘୁନାଥପୁର ନିବାସୀ ଅଜୟ ବେହେରାଙ୍କ ଜୀବନରେ। ଅଜୟ ପେଶାରେ ଜଣେ ରାଜମିସ୍ତ୍ରୀ, ପରିବାର କହିଲେ ସ୍ତ୍ରୀ ଏବଂ ୧୨ବର୍ଷର ଏକମାତ୍ର ଝିଅ। ଦୈନିକ ମଜୁରୀ ପାଇ ବେସ୍ ଖୁସିରେ ଚାଲିଥିଲା ୩ପ୍ରାଣୀର ସୁଖୀ ସଂସାର। ବିଗତ ୪ମାସ ତଳେ ଯେମିତି ଏହି ସୁଖୀ ସଂସାର ଉପରେ କାହାର ନଜର ଲାଗିଗଲା, ଦୁଃଖର କଳା ବାଦଲ ଛାଇଗଲା ପୁରା […]Read More
କଟକ: ଆସନ୍ତା ୧୪ ତାରିଖରେ ପାଳନ କରାଯିବ ଇଦ୍ ଉଲ୍ ଫିତର ପର୍ବ। ଶୁକ୍ରବାର ଦିନ ସମଗ୍ର ଓଡ଼ିଶାରେ ପାଳନ ହେବ ଇସଲାମ ଧର୍ମାବଲମ୍ବୀଙ୍କ ଇଦ୍ ପର୍ବ। ଅଞ୍ଜୁମାନ ଇସଲାମିଆ ସୁନ୍ନତ ଅଲ ଜମାତର ଚାନ୍ଦ କମିଟି ପକ୍ଷରୁ ଘୋଷଣା। ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ ଆସନ୍ତା ଶୁକ୍ରବାର ଦିନ ପାଳନ କରାଯିବ ଇଦ୍ ପର୍ବ। କୋରୋନା କଟକଣା ଓ ସରକାରଙ୍କ ସମସ୍ତ ଗାଇଡଲାଇନ ପାଳନ କରାଯାଇ ଏହି ପର୍ବ ପାଳନ କରାଯିବ। […]Read More
କଟକ: ଚାକରି ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଲୁଟ । ନିଜକୁ ରେଳବାଇ କର୍ମଚାରୀ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଚଉଳିଆଗଞ୍ଜ ଥାନା ରେ ଏତେଲା ହେଲା ପରେ ଏହି ନକଲି ରେଳବାଇ କର୍ମଚାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଘଟଣା ଅନୁସାରେ , ୧ ତାରିଖ ଦିନ ଥାନାରେ ହୋଇଥିବା ଏତେଲା ଅନୁସାରେ , ବଳରାମ ବେହେରା ନାମକ ବ୍ୟକ୍ତି ନିଜକୁ ରେଳବାଇ କର୍ମଚାରୀ କହି ସୌମେନ୍ଦ୍ର […]Read More
ଭୁବନେଶ୍ୱର: ବଦଳିଲେ ବିଏମ୍ସି କମିଶନର। ନୂଆ ବିଏମସି କମିଶନର ହେଲେ ସଞ୍ଜୟ ସିଂ। ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂଙ୍କୁ ସରକାର ଟ୍ରାମିନେଟ କଲେ ତାଙ୍କ ପଦବୀରୁ। ସଞ୍ଜୟ ସିଂ ବିଏମସି କମିଶନର ହେବା ପରେ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।Read More
ଚୌଦ୍ୱାର:କୋଭିଡ ମହାମାରୀ ର ଦ୍ୱିତୀୟ ଲହରୀ ର ଭୟାଭୟତା କୁ ଲକ୍ଷ୍ୟ କରି ଲୋକମାନଙ୍କ ମଧ୍ୟରେ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚୌଦ୍ବାର କଟକ ର ସ୍ବେଚ୍ଛାସେବୀ ସଂଗଠନ ଲଭେବଲ୍ ସୋସିଆଲ ଅର୍ଗାନାଇଜେସନ ତରଫରୁ ଚୌଦ୍ବାର ଡମଡମଣୀ ସ୍ଥିତ ଏକ ଗ୍ରାମ ରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କରୋନା ମହାମାରୀ ର ଦ୍ୱିତୀୟ ଲହରୀ ରୁ ନିଜକୁ ଏବଂ ନିଜର ପରିବାରକୁ କିପରି ସୁରକ୍ଷିତ ରଖିପାରିବେ, ସେ ବିଷୟରେ […]Read More
ଭୁବନେଶ୍ୱର: ରାଜ୍ୟରେ ଜଣଙ୍କଠାରେ ବ୍ଲାକ୍ ଫଙ୍ଗସ ଭୂତାଣୁ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲକ୍ଷଣଧାରୀ ଭୁବନେଶ୍ବର କଳିଙ୍ଗନଗର ଅଞ୍ଚଳର ଓ ୭୧ ବର୍ଷ ବୟସ୍କ। ସେ ଘରେ ଥିଲେ, ଏବେ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତାଙ୍କର ପରିବାରରୁ ଜଣେ କରୋନା ସଂକ୍ରମିତ ହେବା ପରେ ତାଙ୍କର ସ୍ବାବ ନମୁନା ନିଆଯାଇଥିଲା । ଗତ ଏପ୍ରିଲ ୨୦ତାରିଖରେ ସେ କରୋନା […]Read More
କଟକ: ଲକଡାଉନ କଡା ନଜର ରହିବ ପୋଲିସର। ଫେକ କାର୍ଡ ଦେଖେଇ ଯାଉଥିବା ବ୍ୟକ୍ତିଙ୍କ ଉପରେ ଆଜିଠୁ ପୋଲିସର କଡ଼ାନଜର।ବର୍ତ୍ତମାନ ସମ୍ପ୍ରତି ଲକଡାଉନ ସମୟରେ ରାସ୍ତାରେ ଗଡୁଛି ବେହିସାଵ ଗାଡି ମଟର । ଯେତେବେବେ ପୋଲିସ କର୍ମଚାରୀ ମାନେ ଚେକିଂ କରୁଛନ୍ତି ସେତେବେଳେ ସମସ୍ତେ ନିଜର ସଂସ୍ଥା ଦ୍ୱାରା ପ୍ରଦତ୍ତ ଆଇ କାର୍ଡ ଦେଖାଉଛନ୍ତି। ଯାହାଙ୍କ ମଧ୍ୟରୁ ଅନେକ ମିଛ ଆଇ କାର୍ଡ ରହିଛି।ଅତ୍ୟାବସକୀୟ ସଂସ୍ଥା ଗୁଡିକୁ ନିଜର କର୍ମଚାରୀ ମାନଙ୍କ ସମ୍ପର୍କରେ ତଥ୍ୟ ଦେବା ପାଇଁ […]Read More