ଓଡ଼ିଶା ବଜ୍ଜ ବ୍ୟୁରୋ : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ମୃତ୍ୟୁ ମାମଲା । ଖାସ୍ କରି ପୁରୁଷ ବନ୍ଧୁ ସନ୍ତୋଷକୁ ନେଇ ବଢୁଛି ସନ୍ଦେହ । ଅଭିନେତ୍ରୀଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ସନ୍ତୋଷ ଚୁପ୍ ରହିବା ନେଇ ବଢୁଛି ସସପେନ୍ସ । ତ୍ରିକୋଣୀୟ ପ୍ରେମ ସମ୍ପର୍କ କୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରଶ୍ମିରେଖାଙ୍କୁ ହତ୍ୟା କରାଯାଇଥିବା ନେଇ […]Read More
ଅପରାଧ
କଟକ: ଚାକରି ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଲୁଟ । ନିଜକୁ ରେଳବାଇ କର୍ମଚାରୀ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଚଉଳିଆଗଞ୍ଜ ଥାନା ରେ ଏତେଲା ହେଲା ପରେ ଏହି ନକଲି ରେଳବାଇ କର୍ମଚାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଘଟଣା ଅନୁସାରେ , ୧ ତାରିଖ ଦିନ ଥାନାରେ ହୋଇଥିବା ଏତେଲା ଅନୁସାରେ , ବଳରାମ ବେହେରା ନାମକ ବ୍ୟକ୍ତି ନିଜକୁ ରେଳବାଇ କର୍ମଚାରୀ କହି ସୌମେନ୍ଦ୍ର […]Read More
କଟକ : ଚୌଦ୍ୱାର ଥାନା ପୋଲିସ କୁ ବଡ ସଫଳତା।ଜଣେ ନାବାଳକ ଲୁଟେରାକୁ ଗିରଫ କରିବା ସହ ତା ଠାରୁ ବହୁ ପରିମାଣର ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ କରିଛି। ସୂଚନା ଅନୁସାରେ , ୩୦.୪.୨୦୨୧ ଚୌଦ୍ୱାର ଧୂମାବତୀ ନଗର ର ସମ୍ବିତ କୁମାର ବେହେରାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ , ଉକ୍ତ ଦିନ ୨ଟା ରେ କେହି ତାଙ୍କ ଘରେ ପଶି ୨ଟି ସ୍ମାର୍ଟ ଫୋନ,ଏକ ପିତ୍ତଳ ହନୁମାନ ମୂର୍ତ୍ତି,ଏକ ପିତ୍ତଳ କଇଁଛ, […]Read More
କଟକ: ଆଜି ସକାଳ ୬ ଟା ସମୟରେ ମଙ୍ଗୁଳି ଛକ ନିକଟରେ ଏକ ପିକ ଅପ ଗାଡି ମଧ୍ୟରେ ତିନି ଗୋଟି ବସ୍ତା ମଧ୍ୟରେ ୬୦ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଗିରଫ। ଏହି ଗଞ୍ଜାଇ କନ୍ଧମାଳ ରୁ ବାଲେଶ୍ୱର କୁ ଚାଲାଣ ହେଉଥିଲା।Read More
କଟକ ମାଲଗୋଦାମ ରୁ ନକଲି ଗ୍ରୋସରୀ ସାମଗ୍ରୀକୁ ଜବତ କରିଛି ମାଲଗୋଦାମ ଥାନା ପୋଲିସ୍। ଏହି ଗୋଦାମରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ବହୁ ପୁର୍ବରୁ ଅଭିଯୋଗ ହୋଇ ଆସୁଥିଲା। ତେବେ ବିଶେଷ ସୁତ୍ରରୁ ଖବର ପାଇ ଏ ସି ପି ଅମରେନ୍ଦ୍ର ପଣ୍ଡା ଏବଂ ଆଇ ଆଇ ସି ରବି ନାରାୟଣ ଭଞ୍ଜ ତାଙ୍କ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଅତର୍କିତ ଭାବେ ଗୋଦାମ ଉପରେ ରେଡ୍ କରିଥିଲେ। ରେଡ୍ ସମୟରେ ବିପୁଳ ପରିମାଣରେ […]Read More
କଟକ:ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ୍। ଅଦ୍ୟାବଧି ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା ଜଣାଇଲା।ତଦନ୍ତ ଅଧିକାରୀଙ୍କୁ କୋଭିଡ଼ ଯୋଗୁଁ ଅପ୍ ଟୁ ଡେଟ୍ ଷ୍ଟାଟସ ରିପୋର୍ଟ ପାଇଁ ସମୟ ମାଗିଲା କ୍ରାଇମବ୍ରାଞ୍ଚ,ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି। Read More
ଗଞ୍ଜାମ ପୋଲିସ ଦ୍ୱାରା ସାଢ଼େ ୬ କେଜି ସୁନା ଜବତ କରିବା ସହ ୧୦ ଲୁଟେରା ଓ ୫ ଖରିତଦାର ଙ୍କୁ ମଧ୍ୟ ଗିରଫ କରିଛି ଗଞ୍ଜାମ ପୋଲିସ। ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ କରିଛି ପୋଲିସ।ସୂଚନାନୁସାରେ ଗତ ଅକ୍ଟୋବର ୧୨ ତାରିଖରେ ପୁରୁଷୋତ୍ତମପୁର ଚାଙ୍ଗୁଡିପଦର ସାହିର ସୁନା ବ୍ୟବସାୟୀ ସୁରେନ୍ଦ୍ରନାଥ ନାୟକଙ୍କ ଘରୁ ଅଢେଇ କୋଟି ଟଙ୍କାର ସୁନା ଅଳଙ୍କାର ଦେଢ଼ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଥିଲେ ଲୁଟେରା […]Read More
ପୁରୀ: ପୁରୀରେ ଆଉ ୫୬ ଲକ୍ଷ ଟଙ୍କାର ୫୫୫ ଗ୍ରାମ ବ୍ରାଉନ୍ସୁଗାର ଜବତ, କାଲି ଗୋଟିଏ ଦିନରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ସୂଚନା, ୩ଟି ଚଢ଼ାଉ ଘଟଣାର ସୂଚନା ଦେଲେ ଏସପି ଅଖିଳେଶ୍ବର ସିଂହ। କୁମ୍ଭାରପଡ଼ା ଦେବୀଘାଟ ଛକରେ ୨୫୭ ଗ୍ରାମର ବ୍ରାଉନସୁଗାର ଜବତ, ୨୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ସହ ୫ ବେପାରୀ ଗିରଫ। Read More
କଟକରେ କମିଶନରେଟ୍ ପୋଲିସକୁ ମିଳିଛି ସଫଳତା । ବାଦାମବାଡି ଥାନା ପୋଲିସ ୫ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୨୨ଟି ଚୋରା ବାଇକକୁ ଜବତ କରିଛି । ବାଇକ୍ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରିଙ୍କୁ ଓରଫ କୁଞ୍ଜବିହାରୀ ନାୟକ ପୋଲିସ ହାତରେ ଧରା ପଡିବା ପରେ ଫିଟିଥିଲା ବାଇକ୍ ଲୁଟେରା ଗ୍ୟାଙ୍ଗର ରହସ୍ୟ । ଅଭିଯୁକ୍ତଙ୍କ ଟାର୍ଗେଟରେ ରହିଥିଲା ହିରୋହୋଣ୍ଡା ଗ୍ଲାମର ବାଇକ୍ । କାରଣ ଏହି ବାଇକ୍ ସହଜରେ ଖୋଲି ଯାଉଥିବା ବେଳେ […]Read More
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ବିଚ୍ ରାସ୍ତା ହେଉ କିମ୍ବା ରାତି ଅଧରେ ଘର ଭିତରେ ପଶି ଲୁଟ୍ କରୁଛନ୍ତି ଲୁଟେରା। ଓୟୁଏଟିର ଜଣେ ପ୍ରଫେସରଙ୍କ ଘରୁ ୭ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରେ କେହି ନ ଥିବାବେଳେ କେହି ଦୁର୍ବୃତ୍ତ ପଶି ଲାପଟପ୍ ଓ ମୋବାଇଲ ସମେତ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଶୈଳଶ୍ରୀ ବିହାର ଅଞ୍ଚଳରେ ସେଣ୍ଟ୍ରାଲ୍ ଟୁଲ ରୁମ୍ ଆଣ୍ଡ୍ ଟ୍ରେନିଂ […]Read More