( ଓଡ଼ିଶା ବଜ୍ଜ ବ୍ୟୁରୋ) ଜାତୀୟ ଓ ରାଜ୍ୟ ରାଜନୀତିର ପରିଚିତ ଆଦିବାସୀ ଚେହେରା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଛି। ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ। ଆଦିବାସୀ ସାନ୍ତାଳୀ ପରିବାରରେ […]Read More
ଦେଶ- ବିଦେଶ
(ଓଡ଼ିଶା ବଜ ବ୍ୟୁରୋ)ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଲାଗିଛି ମୋହର । ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । […]Read More
ନୂଆଦିଲ୍ଲୀ: ଆଉ ଖେଳା ଯିବ ନାହିଁ ଆଇପିଏଲ-୧୪ ସଂସ୍କରଣର ବାକି ଥିବା ମ୍ୟାଚଗୁଡିକ। ଏକାଧିକ ଖେଳାଳି କରୋନା ଚିହ୍ନଟ ହେବା ପରେ ବିସିସିଆଇ ଅବଶିଷ୍ଟ ସମସ୍ତ ମ୍ୟାଚ କୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି। ଗତକାଲି କୋଲକୋତା ନାଇଟ ରାଇଡ଼ର୍ସ ଏବଂ ରୟାଲ ଚ୍ୟାଲେଞ୍ଜର ବେଙ୍ଗୁଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ମଧ୍ୟ ବାତିଲ କରି ଦିଆଯାଇଥିଲା। କେକେଆରର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା […]Read More
ପାରାଦୀପରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଆୟୋଜିତ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ ।Read More
ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମିତ ଦେଇଛନ୍ତି ଉଦ୍ଧବ ସରକରା। ତେବେ ଧାର୍ମିକ ସ୍ଥଳ ଖୋଲିବା ପରେ ଏହା ଭିତରେ କିମ୍ବା ବାହାରେ ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ […]Read More
ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ସଂଖ୍ୟାଲଘୁ ସମୁଦାୟଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସେମାନଙ୍କ ଜୀବନ ନେବାକୁ ବି ପଛାଉନାହାନ୍ତି। ଗୁଜରାନଓ୍ବାଲାରେ ଖ୍ରୀଷ୍ଟିଆନ୍ ସମୁଦାୟର ମା ଓ ପୁଅଙ୍କୁ ଭିଡ଼ର ଆକ୍ରୋଶ (ମବ୍ ଲିଞ୍ଚିଂ)ର ଶିକାର ହେବାକୁ ପଡ଼ିଛି। ଏହି ଇସ୍ଲାମ ଭିଡ଼ ଭିତରେ ମା-ପୁଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। Read More
ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନ୍। ଏହା ଏକପ୍ରକାର ନିଶ୍ଚିତ ହୋଇଥିଲାବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି। ଅପରପକ୍ଷରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ଆମେରିକାର ପ୍ରଥମ ମହିଳା ଓ କୃଷ୍ଣକାୟ ଉପରାଷ୍ଟ୍ରପତି ହେବା ମଧ୍ୟ ନିଶ୍ଚିତ ହୋଇଛି। ଏନେଇ ସିଏନଏନ ରିପୋର୍ଟ ପ୍ରକାଶ କରିଛି।ରାଷ୍ଟ୍ରପତି ହେବାକୁ ୨୭୦ ଇଲେକ୍ଟରାଲ ଭୋଟ ଆବଶ୍ୟକ ଥିବାବେଳେ ବାଇଡେନ୍ ୨୯୦ଟି ଇଲେକ୍ଟରାଲ ଭୋଟ ଜିତି ବିଜୟ ହାସଲ କରିଛନ୍ତି। ଏହାପରେ ସେ ଟୁଇଟ୍ […]Read More
ବରିଷ୍ଠ ସାମ୍ବାଦିକ ଶ୍ରୀ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ୟାୟ ଗିରଫଦାରୀ ବିରୁଦ୍ଧରେ ଭାଜପା କଟକନଗରର
କଟକ: ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ୟାୟ ଗିରଫଦାରୀ ବିରୁଦ୍ଧରେ ଭାଜପା କଟକନଗର ଶାଖା ତରଫରୁ ଗୌରୀଶଙ୍କର ପାର୍କ ଠାରେ ଏକ ପ୍ରତିବାଦ ସଭା ତଥା ଉଦ୍ଧବ ଠାକରେ ଓ ସୋନିଆ ଗାନ୍ଧୀଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା। ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବକ୍ତାମାନେ ମହାରାଷ୍ଟ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ଏବଂ ତୁରନ୍ତ ବିନା ସର୍ତ୍ତରେ ଅର୍ଣ୍ଣବ ଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। […]Read More
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବଢ଼ିବ ଶକ୍ତି। ଭାରତକୁ ମିଳିବ ଆଉ ତିନି ରାଫେଲ ଯୁଦ୍ଧ ବିମାନ। ଏହି ଯୁଦ୍ଧ ବିମାନ ଫ୍ରାନ୍ସରୁ ବାହାରି ଆମ୍ବଲା ଏୟାରବେସରେ ପହଁଚିବ। ଏହା ପହଁଚିବାର କିଛି ଦିନ ମଧ୍ୟରେ ଏହାକୁ ବାୟୁସେନାର ଅପରେସନରେ ସାମିଲ କରାଯିବ। ପୂର୍ବରୁ ଭାରତକୁ ମିଳିଥିବା ୫ଟି ରାଫେଲ ଯୁଦ୍ଧ ବିମାନକୁ ଭାରତ- ଚୀନର ବିବାଦୀୟ ସୀମା ଲଦାଖରେ ନିୟୋଜିତ କରାଯାଇଛି। ପ୍ରଥମ ବ୍ୟାଚରେ ଜୁଲାଇ ୨୮ରେ ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ଦେଇଥିଲା ଫ୍ରାନ୍ସ। […]Read More
ମୁମ୍ବାଇ:ରିପବ୍ଲିକ ଟିଭିର ଏମଡି-ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ।ରିପବ୍ଲିକ ନେଟୱାର୍କ ୨୦୧୮ରେ ଏକ ଇଣ୍ଟେରିଅର ଡିଜାଇନରଙ୍କ ୮୩ ଲକ୍ଷ ଟଙ୍କା ପ୍ରାପ୍ୟ ନ ଦେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଥିଲା। Read More