ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ୍ ମିଡିଆରେ ସେନ୍ସେସନ୍ ସାଜିଥିବା ଦିଲ୍ଲୀ ମାଲଭିଆ ନଗରର ଲୋକପ୍ରିୟ ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିବା ୟୁଟ୍ୟୁବର ଗୌରବ ବାସନ୍ଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି।ସହାୟତା ପାଇଁ ଆସିଥିବା ଆର୍ଥିକ ଅନୁଦାନକୁ ଗୌରବ ହଡ଼ପ କରିଥିବା ନେଇ କାନ୍ତା ଅଭିଯୋଗ କରିଛନ୍ତି। ରବିବାର ପୋଲିସ୍ ଏସମ୍ପର୍କରେ ସୂଚନା ଦେଇଛି।କାନ୍ତା ଅଭିଯୋଗ ଆଣିଛନ୍ତି, ଗୌରବ ଜାଣିଶୁଣି ନିଜର ଓ ନିଜ ପରିବାରର, […]Read More
ଦେଶ- ବିଦେଶ
ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ୍ଙ୍କ ଏକ ଅଡିଓ ମେସେଜ୍ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ବିହାର ନିର୍ବାଚନ ପ୍ରଚାର ସମୟରେ କିପରି ନିଜକୁ ଅସୁରକ୍ଷିତ ମନେକରୁଥିଲେ ସେ ବିଷୟରେ କହିଛନ୍ତି। ତାଙ୍କୁ ଦୁଷ୍କର୍ମ କିମ୍ୱା ହତ୍ୟା କରାଯିବାର ସେ ଆଶଙ୍କା କରିଥିଲେ ବୋଲି ଭିଡିଓରେ କହିଛନ୍ତି ଅମିଷା।ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସକ୍ଷାତକାର ଦେଇ ଅମିଷା କହିଛନ୍ତି ଯେ ସେ ଜଣେ ଅତିଥି ଭଳି ବିହାରକୁ ଲୋକ ଜନଶକ୍ତି ପାର୍ଟିର ନେତା ପ୍ରକାଶ ଚନ୍ଦ୍ରାଙ୍କ […]Read More
କାବୁଲ: ତାଲିବାନୀ ଆତଙ୍କବାଦୀ ଆକ୍ରମଣରେ ୨୦ ଆଫଗାନୀସ୍ତାନ ଯବାନ ସହିଦ ହୋଇଛନ୍ତି। ଶୁକ୍ରବାର ଫାରା ସିଟିର ମିଲିଟାରୀ ବେସ୍ର ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଦୁଇ ଯବାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବି ଛଡ଼େଇ ନେଇଛନ୍ତି ଆତଙ୍କବାଦ।ଏନେଇ ସୂଚନା ଦେଇ ଫାରା ପ୍ରାଦେଶିକ ପରିଷଦର ଅଧିକାରୀ ଦାଦୁଲ୍ଲା କାନି କହିଛନ୍ତି, ଶାଖାବାଲା କାନସ୍କ ଅଞ୍ଚଳରେ ଥିବା ମିଲିଟାରୀ ବେସ୍ରେ ଆହି ଆକ୍ରମ ହୋଇଥିଲା। ପାଖାପାଖି ଦିନ ୨ଟା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି […]Read More
ନୂଆଦିଲ୍ଲୀ: ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍ ଯବାନଙ୍କୁ ଏବେ ଛାଡ଼ିବନି ଭାରତ।ଲଦାଖରୁ ଧରାପଡ଼ିଥିବା ଜଣେ ଚାଇନିଜ୍ ଯବାନଙ୍କୁ କିଛି ଦିନ ପାଇଁ ଭାରତୀୟ ସୁରକ୍ଷାକର୍ମୀଙ୍କ ହେପାଜତରେ ରହିବାକୁ ପଡ଼ିବ। ଗତକାଲି ସକାଳେ ତାଙ୍କୁ କାବୁ କରାଯିବା ପରେ କୁହାଯାଇଥିଲେ ଯେ ଚାଇନାକୁ ହସ୍ତାନ୍ତର କରାଯିବ। ହେଲେ ଏବେ ମିଳିଥିବା ଖବର ଅନୁଯାୟୀ, ଆସନ୍ତା କିଛି ଦିନ ପାଇଁ ଚାଇନିଜ୍ ଯବାନ ଭାରତୀୟ ସୁରକ୍ଷାକର୍ମୀଙ୍କ ପାଖରେ ଅଟକ ରହିବେ। ଏହି ସମୟରେ ଚାଇନା ବିଶେଷଜ୍ଞମାନଙ୍କ ଦ୍ୱାରା ତାଙ୍କୁ ପଚରା […]Read More
ନୂଆଦିଲ୍ଲୀ: ଆସନ୍ତା ୪ ସପ୍ତାହ ମଧ୍ୟରେ ଭାରତରେ ପହଞ୍ଚିବ ଦ୍ବିତୀୟ ପର୍ଯ୍ୟାୟରେ ୪ ରାଫାଲ ବିମାନ । ଏହି ବିମାନକୁ ଆଣିବା ନିମନ୍ତେ ଭାରତୀୟ ବାୟୁସେନା ଦଳ ଫ୍ରାନ୍ସରେ ପହଞ୍ଚିଛି । ଏହି ବାୟୁସେନା ପ୍ରତିନିଧି ଦଳ ବିମାନ ଅଣାଯିବା ନେଇ ଲଜିଷ୍ଟିକ ବିଷୟକୁ ଅନୁଧ୍ୟାନ କରିବ । ଏହା ସହ ପୂର୍ବରୁ ଫ୍ରାନ୍ସର ସେଣ୍ଟ ଡ଼ିସିଅର ବାୟୁସେନା କେନ୍ଦ୍ରରେ ତାଲିମ ନେଉଥିବା ପାଇଲଟମାନଙ୍କ ପ୍ରଶିକ୍ଷଣ ସମ୍ପର୍କରେ ମଧ୍ୟ ସମୀକ୍ଷା କରିବା ସହ ବିମାନ ଅଣାଯିବାକୁ ବ୍ୟବସ୍ଥା […]Read More
ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜଣେ ଯୁବକ ନିଜ ପ୍ରେମିକାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛି । ଏଥିରେ ଯୁବତୀ ଜଣକ ପୋଡିହୋଇ ପ୍ରାଣ ହରାଇଛନ୍ତି । ତେବେ ଜଳୁଥିବା ବେଳେ ଯୁବତୀ ଜଣକ ଅଭିଯୁକ୍ତ ଯୁବକକୁ ଜାବୁଡି ଧରିବାରୁ ସେ ମଧ୍ୟ ପୋଡିହୋଇ ପ୍ରାଣ ହରାଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବିଜୟୱାଡାର ପର୍ସଲ ସେଣ୍ଟର ଅନ୍ତର୍ଗତ ହନୁମାନପେଟ୍ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଯୁବତୀ ଜଣକ ଏକ କୋଭିଡ କେୟାର ସେଣ୍ଟରରେ […]Read More
ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜଣେ ଯୁବକ ନିଜ ପ୍ରେମିକାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛି । ଏଥିରେ ଯୁବତୀ ଜଣକ ପୋଡିହୋଇ ପ୍ରାଣ ହରାଇଛନ୍ତି । ତେବେ ଜଳୁଥିବା ବେଳେ ଯୁବତୀ ଜଣକ ଅଭିଯୁକ୍ତ ଯୁବକକୁ ଜାବୁଡି ଧରିବାରୁ ସେ ମଧ୍ୟ ପୋଡିହୋଇ ପ୍ରାଣ ହରାଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବିଜୟୱାଡାର ପର୍ସଲ ସେଣ୍ଟର ଅନ୍ତର୍ଗତ ହନୁମାନପେଟ୍ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଯୁବତୀ ଜଣକ ଏକ କୋଭିଡ କେୟାର ସେଣ୍ଟରରେ […]Read More