ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଗୁରୁବାର ବାର୍ଷିକ ସଂଶୋଧନ ମାନ୍ୟତା ତାଲିକା ପ୍ରକାଶ ପାଇଛି। ଏଥିରେ ସର୍ବାଧିକ ୧୨୧ ପଏଣ୍ଟ ସହ ବିରାଟ କୋହଲି ନେତୃତ୍ୱାଧୀନ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସିର ନୂଆ ବାର୍ଷିକ ସଂଶୋଧନ ମାନ୍ୟତା ନିୟମ ଅନୁସାରେ, ୨୦୨୦ ମେ’ ପରଠାରୁ ଏକ ଦଳ ଖେଳିଥିବା ମ୍ୟାଚ୍ର ପ୍ରଦର୍ଶନକୁ ୧୦୦ ପ୍ରତିଶତ ଗଣନା କରାଯିବ। ତେବେ ୨୦୧୮ ମେ’ରୁ ୨ ବର୍ଷ ଲାଗି ଏକ ଦଳର ପ୍ରଦର୍ଶନର ୫୦ ପ୍ରତିଶତ […]Read More
ନୂଆଦିଲ୍ଲୀ: ଆଉ ଖେଳା ଯିବ ନାହିଁ ଆଇପିଏଲ-୧୪ ସଂସ୍କରଣର ବାକି ଥିବା ମ୍ୟାଚଗୁଡିକ। ଏକାଧିକ ଖେଳାଳି କରୋନା ଚିହ୍ନଟ ହେବା ପରେ ବିସିସିଆଇ ଅବଶିଷ୍ଟ ସମସ୍ତ ମ୍ୟାଚ କୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି। ଗତକାଲି କୋଲକୋତା ନାଇଟ ରାଇଡ଼ର୍ସ ଏବଂ ରୟାଲ ଚ୍ୟାଲେଞ୍ଜର ବେଙ୍ଗୁଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ମଧ୍ୟ ବାତିଲ କରି ଦିଆଯାଇଥିଲା। କେକେଆରର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା […]Read More
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଆର୍ଜେଣ୍ଟିନାର ଡିଏଗୋ ମାରାଡୋନାଙ୍କ ପରଲୋକ । ହୃଦଘାତରେ ୬୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମାରାଡୋନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । Read More
ଭୁବନେଶ୍ୱର: ଅପେକ୍ଷାର ଅନ୍ତ। କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍ ଅବଧି ବି ଶେଷ। ୭ ବର୍ଷ ପରେ ପୁଣି କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଏସ୍. ଶ୍ରୀଶାନ୍ତ। କେରଳର ଏହି ଦ୍ରୁତ ବୋଲର ୨୦୧୩ ଆଇପିଏଲ୍ରେ ମ୍ୟାଚ୍ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶ୍ରୀଶାନ୍ତଙ୍କ ସମେତ ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ବାନଙ୍କ ମଧ୍ୟ ଦୋଷୀ ବୋଲି ଜଣାପଡ଼ିଥିଲା। ଏନେଇ ବିସିସିଆଇ ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧ ଲଗାଇବା ସହ ସେମାନଙ୍କୁ ଜେଲ୍ ମଧ୍ୟ ହୋଇଥିଲା। […]Read More
କଟକ: ପୁଣି ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ଙ୍କ କମାଲ । ଆସନ୍ତା ନଭେମ୍ବର ୪ ରୁ ୯ ତାରିଖ ପର୍ଯ୍ୟନ୍ତ ୟୁଏଇ ରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜ ରେ ନିଜର ସ୍ଥାନ ପକା କରିଛନ୍ତି ସେ । ସେ ତାରକା ଖେଳାଳି ମିତାଲି ରାଜ ଙ୍କ ଟିମ ରେ ଆସିବେ ନଜର । ସେ ଟିମ ଭେଲୋସିଟି ଅର୍ଥାତ ମିତାଲି ରାଜ ଙ୍କ ଅଧିନତ୍ୱ ରେ ନିଜ ଖେଳ ପଦର୍ଶନ କରିବେ । […]Read More