କଟକ: ଟିମ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗତକାଲି କଟକ ଚଣ୍ଡୀ ମନ୍ଦିର ନିକଟସ୍ଥ ଗୋଲେଇ ପୋଷ୍ଟ ଟିକୁ ସଫା କରାଯାଇଅଛି. ଉଲ୍ଲେଖଯୋଗ୍ୟ କି ଏହି ଟ୍ରାଫିକ ପୋଷ୍ଟ ଟିକୁ ଟିମ ଏସ ଏସ ସି ତରଫରୁ ଆଗରୁ ନବୀକରଣ କରାଯିବା ସହ ନିୟମିତ ବ୍ୟବଧାନ ରେ ବହୁ ବାର ସଫା ମଧ୍ୟ କୋଭିଡ ୧୯ ର ସତର୍କତା କୁ ପାଳନ ପୁର୍ବକ ରେ ପୋଷ୍ଟ ଟି ରେ ଉଠିଥିବା ଅନାବନା ଗଛ […]Read More
କଟକରେ ଦୁର୍ଗା ପୂଜା ଭଳି କାଳୀ ପୂଜା ପାଇଁ ବି ଲାଗିଲା କଟକଣା। ୪ ଫୁଟରୁ ଅଧିକ ଉଚ୍ଚ ହେବନି ମୂର୍ତ୍ତି। ନାଚ ଗୀତ ଓ ବାଣ ଫୁଟାଇବାକୁ ବି ବାରଣ।ସମ୍ପୂର୍ଣ୍ଣ ଏସଆରସିଙ୍କ ଗାଇଡଲାଇନ ଅନୁଯାୟୀ ହେବ ପୂଜା । ଡିସିପି ପ୍ରତୀକ ସିଂଙ୍କ ସୂଚନା । ପୂଜାବେଳେ ୧୫ପ୍ଲାଟୁନ୍ ଫୋର୍ସ ସହ ୫୦ ଅଫିସର ମୁତୟନ ହେବେ ଏଥିସହିତ ୧୧ଟି ଅସ୍ଥାୟୀ ପୋଖରୀରେ ହେବ ମୂର୍ତ୍ତି ବିସର୍ଜନ। Read More
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାତ୍ର ଟପର୍ ତାଲିକା ପ୍ରକାଶ ପାଇ ନ ଥିବାରୁ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ୟୁଜି ଶ୍ରେଣୀରେ ଆନ୍ଥ୍ରୋପୋଲୋଜି ବିଭାଗର ଏଲିନା ଗାଏନ, ଅର୍ଥନୀତିରୁ ଅଙ୍କିତା ମହାପାତ୍ର, ଶିକ୍ଷା ବିଭାଗରୁ ଅପର୍ଣ୍ଣା ସାହୁ, ଇଂରାଜିରୁ ପ୍ରାପ୍ତି ପଟ୍ଟନାୟକ, ହିନ୍ଦୀରୁ ମୌସମ ତିୱାରୀ, ଇତିହାସରୁ ଅର୍ପିତା, ହୋମ୍ ସାଇନ୍ସରୁ ବୈଶାଳୀ ଭରଦ୍ୱାଜ ଦାଶ, ଲାଇବ୍ରେରି ଆଣ୍ଡ୍ ଇନ୍ଫରମେନ୍ […]Read More
କଟକ ସହରର ପ୍ରମୁଖ ସ୍ଥାନ ବାଦାମବାଡ଼ି ଠାରେ ଥିବା “ଉତ୍କଳ ସ୍ମୃତି କଳା ମଣ୍ଡପ” ଓଡ଼ିଶାର ଏକ ପୁରାତନ ସ୍ମୃତି ଓ ଓଡିଶା ସରକାରଙ୍କ ସମ୍ପତି ଆଜି ଅସହାୟ, ଜରାଜୀର୍ଣ୍ଣ ଓ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିରହିଛି। ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପାଦ ଅନେକ ଥର ଏହିଠାରେ ପଡିଛି ହେଲେ ଆଜିର ଅବସ୍ଥା ଦେଖିଲେ ଆପଣ ନିହାତି ଦୁଃଖ ଅନୁଭବ କରିବେ। ଏହାର ପୁନରୁଦ୍ଧାର ପାଇଁ ଅନେକ ବୁଦ୍ଧିଜୀବୀ ମାନେ ଦାବି କରିଆସୁଛନ୍ତି ହେଲେ ସରକାରଙ୍କ […]Read More
କଟକ: ଚଳିତ ବର୍ଷ କଟକରେ ହେବନି ଐତିହାସିକ ବାଲିଯାତ୍ରା। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି।କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସାମୁହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ବାରଣ ମଧ୍ୟ କରାଯାଇଛି।ସେହିପରି ଏଥର ଧବଳେଶ୍ୱରରେ ବି ବଡ଼ଓଷା ପାଳନ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି। Read More
କଟକ: ଆଜି କଟକ ସହରରୁ ମୋଟ ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୫ ଜଣ ଓ ସ୍ଥାନୀୟ ଅଂଚଳରୁ ୨୪ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୫ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ସେହିପରି ଗୃହସଂଗରୋଧରୁ […]Read More
କଟକ: ଟୁଇନ୍ ସିଟି କ୍ରାଇମ୍ ରୋକିବାକୁ କମିସନରେଟ୍ ପୋଲିସ୍ ର ପଦକ୍ଷେପ। କଟକ ପୋଲିସ୍ ପକ୍ଷରୁ ବିଭିନ୍ନ କାର୍ ଡୋର୍ ରେ ଥିବା କଳା ଜରିକୁ ଆଜି କଢାଯାଇଛି। କାର୍ ରେ କଳା ଜରି ଲାଗିଥିବାବେଳେ କେଉଁ କେଉଁ ଧରଣର ବ୍ୟକ୍ତି ଯାଆସ କରୁଛନ୍ତି ତାହା ଜଣାପଡୁନି। ଫଳରେ ଅସାମାଜିକ ବ୍ୟକ୍ତି ଓ ଅପରାଧିମାନେ କ୍ରାଇମ୍ କରିବା ପାଇଁ ଏକପ୍ରକାର ସୁଯୋଗ ମିଳି ଯାଉଛି। ଏହାକୁ ଆଖି ଆଗରେ ରଖି ନୁଆ ଟ୍ରେଣ୍ଡ୍ ଆପଣେଇଛି କଟକ କମିସନରେଟ୍ […]Read More
କଟକ: ଜଗତଜନନୀ ମା ଦୁର୍ଗାଙ୍କ ଆଜି ଭଷାଣୀ ପର୍ବ। ପୋଲିସ୍ ର କର୍ଡନ ମଧ୍ୟରେ ସହରର ସମସ୍ତ ମଣ୍ଡପର ମୃଣ୍ମୟୀମୂର୍ତ୍ତି କୁ ବିସର୍ଜନ କରାଯାଇଛି। କମିସନରେଟ୍ ପୋଲିସ୍ ର ଗାଇଡଲାଇନ ମୁତାବକ ଦେବୀ ଦୁର୍ଗା ଏବଂ ହରପାର୍ବତୀଙ୍କ ମୃଣ୍ମୟୀମୂର୍ତ୍ତି କୁ ମଣ୍ଡପରୁ ବାହାର କରିଯାଇ ସିଧାସଳଖ ନଦୀକୁ ବିସର୍ଜିତ କରାଯାଇଥିଲା। କୌଣସି ମୃର୍ତ୍ତି ସାହି ପରିକ୍ରମା କରି ନ ଥିଲା। ଅତି ବେଶୀରେ ୭ ଜଣ ପୁଜା କମିଟି ର ସଦସ୍ୟଙ୍କ ସହ ପୋଲିସ୍ ର ସୁରକ୍ଷା […]Read More
କଟକ: ଶେଷରେ ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟାଇ ହାଇକୋର୍ଟ୍ ରେ ଚାଲିଥିବା ଦୁର୍ଗା ପୂଜା ମାମଲାରେ ପୁର୍ଣ୍ଣୃଚ୍ଛେଦ ପଡିଛି। କଟକରେ ୯ ଗୋ ଟି ପୁଜା ମଣ୍ଡପକୁ ପୁଜା କରିବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ୍। ଏଥିସହ ରାଜ୍ୟର ସମସ୍ତ ପୁଜା ମଣ୍ଡପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ମା ଦୁର୍ଗାଙ୍କ ପୂଜା କରାଯିବ। ଆଉ ୯ ଗୋଟି ପୁଜା ମଣ୍ଡପର ଅନୁରୋଧ କ୍ରମେ ୧୨ ଫୁଟ୍ ଉଚ୍ଚତାର ମୂର୍ତ୍ତି କରି […]Read More
କଟକ: ବର୍ତ୍ତମାନ ର କରୋନା ମହାମାରୀ ପାଇଁ ବରଦାନ ସାଜିଛି ପ୍ଲାଜମା ଥିରୋପୀ। ଆଉ ବହୁ ସ ହୃଦୟ ବ୍ୟକ୍ତି ମାନେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି କଟକ ଏସସିବି ବ୍ଳଡ଼ ବ୍ୟାଙ୍କରେ ପ୍ଲାଜମା ଦାତାଙ୍କୁ ଉତ୍ସାହିତ କଲେ ରାଜ୍ୟସଭା ସାଂସଦ ସୁବାସ ସିଂ,ଓଡିଶା ମୋ ପରିବାର ଜୀବନବିନ୍ଦୁ କଟକସିଟି ସଂଯୋଜକ ରଂଜନ କୁମାର ବିଶ୍ବାଳ। Read More