ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ହୁଣ୍ଡି ତାଲା ଖୋଲି ଲକ୍ଷାଧିକ ଟଙ୍କା ଚୋରି। ଗତ କାଲି ବିଳମ୍ବିତ ରାତିରେ ତାଲା ଖୋଲି ଲୁଟିନେଇଥିବା ଅଭିଯୋଗ।ଗୋରେଖନାଥଙ୍କ ସମ୍ମୁଖରେ ରେ ଥିବା ଦାନବାକ୍ସ ବା ହୁଣ୍ଡି ଖୋଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଲୁଟିନେଇଥିବା ର ଜଣା ଯାଇଛି। ହୁଣ୍ଡିରେ ପ୍ରାୟ 15 ଲକ୍ଷରୁ ଉର୍ଦ୍ଧ ଟଙ୍କା ଥିବାର ଅନୁମାନ କରାଯାଇଛି।ଗୋରେଖନାଥଙ୍କ ପୀଠରେ ପୋଲିସ ଆଉଟପୋଷ୍ଟରେ କର୍ମଚାରୀ, ପୀଠର ରାତି ଜଗୁଆଳି ସହ ସିସିଟିଭି କ୍ୟାମେରା ଥିବା […]Read More
( ଓଡ଼ିଶା ବଜ୍ଜ ବ୍ୟୁରୋ) ଜାତୀୟ ଓ ରାଜ୍ୟ ରାଜନୀତିର ପରିଚିତ ଆଦିବାସୀ ଚେହେରା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଛି। ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ। ଆଦିବାସୀ ସାନ୍ତାଳୀ ପରିବାରରେ […]Read More
(ଓଡ଼ିଶା ବଜ ବ୍ୟୁରୋ)ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଲାଗିଛି ମୋହର । ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । […]Read More
କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିବ ବଳବନ୍ତ। ଏମିତି ଘଟିଛି ଜଗତସିଂହପୁର ଜିଲ୍ଲାର ଜାମୁଗାଁ ପଞ୍ଚାୟତର ରଘୁନାଥପୁର ନିବାସୀ ଅଜୟ ବେହେରାଙ୍କ ଜୀବନରେ। ଅଜୟ ପେଶାରେ ଜଣେ ରାଜମିସ୍ତ୍ରୀ, ପରିବାର କହିଲେ ସ୍ତ୍ରୀ ଏବଂ ୧୨ବର୍ଷର ଏକମାତ୍ର ଝିଅ। ଦୈନିକ ମଜୁରୀ ପାଇ ବେସ୍ ଖୁସିରେ ଚାଲିଥିଲା ୩ପ୍ରାଣୀର ସୁଖୀ ସଂସାର। ବିଗତ ୪ମାସ ତଳେ ଯେମିତି ଏହି ସୁଖୀ ସଂସାର ଉପରେ କାହାର ନଜର ଲାଗିଗଲା, ଦୁଃଖର କଳା ବାଦଲ ଛାଇଗଲା ପୁରା […]Read More
ଭୁବନେଶ୍ୱର: ବଦଳିଲେ ବିଏମ୍ସି କମିଶନର। ନୂଆ ବିଏମସି କମିଶନର ହେଲେ ସଞ୍ଜୟ ସିଂ। ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂଙ୍କୁ ସରକାର ଟ୍ରାମିନେଟ କଲେ ତାଙ୍କ ପଦବୀରୁ। ସଞ୍ଜୟ ସିଂ ବିଏମସି କମିଶନର ହେବା ପରେ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।Read More
ଚୌଦ୍ୱାର:କୋଭିଡ ମହାମାରୀ ର ଦ୍ୱିତୀୟ ଲହରୀ ର ଭୟାଭୟତା କୁ ଲକ୍ଷ୍ୟ କରି ଲୋକମାନଙ୍କ ମଧ୍ୟରେ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚୌଦ୍ବାର କଟକ ର ସ୍ବେଚ୍ଛାସେବୀ ସଂଗଠନ ଲଭେବଲ୍ ସୋସିଆଲ ଅର୍ଗାନାଇଜେସନ ତରଫରୁ ଚୌଦ୍ବାର ଡମଡମଣୀ ସ୍ଥିତ ଏକ ଗ୍ରାମ ରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କରୋନା ମହାମାରୀ ର ଦ୍ୱିତୀୟ ଲହରୀ ରୁ ନିଜକୁ ଏବଂ ନିଜର ପରିବାରକୁ କିପରି ସୁରକ୍ଷିତ ରଖିପାରିବେ, ସେ ବିଷୟରେ […]Read More
ଭୁବନେଶ୍ୱର: ରାଜ୍ୟରେ ଜଣଙ୍କଠାରେ ବ୍ଲାକ୍ ଫଙ୍ଗସ ଭୂତାଣୁ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲକ୍ଷଣଧାରୀ ଭୁବନେଶ୍ବର କଳିଙ୍ଗନଗର ଅଞ୍ଚଳର ଓ ୭୧ ବର୍ଷ ବୟସ୍କ। ସେ ଘରେ ଥିଲେ, ଏବେ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତାଙ୍କର ପରିବାରରୁ ଜଣେ କରୋନା ସଂକ୍ରମିତ ହେବା ପରେ ତାଙ୍କର ସ୍ବାବ ନମୁନା ନିଆଯାଇଥିଲା । ଗତ ଏପ୍ରିଲ ୨୦ତାରିଖରେ ସେ କରୋନା […]Read More
କଟକ: ଲକଡାଉନ କଡା ନଜର ରହିବ ପୋଲିସର। ଫେକ କାର୍ଡ ଦେଖେଇ ଯାଉଥିବା ବ୍ୟକ୍ତିଙ୍କ ଉପରେ ଆଜିଠୁ ପୋଲିସର କଡ଼ାନଜର।ବର୍ତ୍ତମାନ ସମ୍ପ୍ରତି ଲକଡାଉନ ସମୟରେ ରାସ୍ତାରେ ଗଡୁଛି ବେହିସାଵ ଗାଡି ମଟର । ଯେତେବେବେ ପୋଲିସ କର୍ମଚାରୀ ମାନେ ଚେକିଂ କରୁଛନ୍ତି ସେତେବେଳେ ସମସ୍ତେ ନିଜର ସଂସ୍ଥା ଦ୍ୱାରା ପ୍ରଦତ୍ତ ଆଇ କାର୍ଡ ଦେଖାଉଛନ୍ତି। ଯାହାଙ୍କ ମଧ୍ୟରୁ ଅନେକ ମିଛ ଆଇ କାର୍ଡ ରହିଛି।ଅତ୍ୟାବସକୀୟ ସଂସ୍ଥା ଗୁଡିକୁ ନିଜର କର୍ମଚାରୀ ମାନଙ୍କ ସମ୍ପର୍କରେ ତଥ୍ୟ ଦେବା ପାଇଁ […]Read More
ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ୍ ପରିଚାଳନା ଓ ମହାମାରୀକୁ ରୋକିବା ନିମନ୍ତେ ଏକ ସଂକଳ୍ପ ପ୍ରସ୍ତାବକୁ ଅନୁମୋଦନ ସହ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅନ୍ୟ ୧୦ଟି ପ୍ରସ୍ତାବ […]Read More
ଭୁବନେଶ୍ୱର: ବୁଲା ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା। ୬୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଟି ମହାନଗର ନିଗମ ଓ ୪୮ଟି ମ୍ୟୁନିସିପାଲିଟିକୁ ମିଳିବ ସହାୟତା ରାଶି, ୬୧ଟି ଏନ୍ଏସିମାନଙ୍କୁ ମଧ୍ୟ ମିଳିବ ସହାୟତା ଅର୍ଥରାଶି।Read More