ସାବଧାନ ମୁଁ କରୋନା ମୁଁ କାହାକୁ ଛାଡେ ନା ମୋ ଠାରୁ ରକ୍ଷା ପାଇବାକୁ ହେଲ ମାସ୍କ ପନ୍ଧି,ସତର୍କ ରୁହ ନଚେତ୍ କେତେ ବେଳେ ମଧ୍ୟ ଜୀବନ ଯିବ। ଏଭଳି ଅଭିନବ ଉପାୟରେ ରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମରେ କିଛି ଯୁବକ ଲୋକଙ୍କୁ କରୁଛନ୍ତି ସଚେତନା। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସବୁଠି ସଚେତନାକୁ ଗୁରୁତ୍ଵ ଦିଆଯାଇଛି । ସାରା ଦେଶର ଏବେ ସଚେତନତା ଦ୍ଵାରା ହିଁ ରୋଗକୁ ନିୟନ୍ତ୍ରଣ […]Read More
ଚିଲିକା: ଖୋର୍ଦ୍ଧା ଉପଖଣ୍ଡରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି। ତାକୁ ଯଦି ଲକ୍ଷ୍ୟ କରିବା ବର୍ତ୍ତମାନ ଜିଲ୍ଲାରେ ଯେତିକି କୋଭିଡ କେୟାର ସେଣ୍ଟର ଅଛି ତାହା ଆଗାମୀ ଦିନରେ ପର୍ଯ୍ୟାପ୍ତ ହେବନାହିଁ ବୋଲି ପୂର୍ବାନୁମାନ କରିସାରିଛି ଜିଲ୍ଲା ପ୍ରଶାସନ। ତେଣୁ ଗତକାଲି ଅପରାହ୍ନରେ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍ଏସ୍ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ୧୫୦ […]Read More
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଫାଣ୍ଡି ପୋଲିସ ଦ୍ୱାରା ଆଜିଠାରୁ ଆରମ୍ଭ ହୋଇଛି ଲକ ଡ଼ାଉନରେ ସେବା କାର୍ଯ୍ୟ । ବାଲୁଗାଁ ଏସଡ଼ିପିଓ ଙ୍କ ନିର୍ଦେଶ କ୍ରମେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଆଜି ଠାରୁ ନାଚୁଣୀ ଫାଣ୍ଡି ଅଞ୍ଚଳରେ ଥିବା ବିଭିନ୍ନ ଅସହାୟ ଭୋକିଲା ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ପରଷୁଛନ୍ତି । ତତ ସହିତ ଯଦି କେହି ପାରିବାରିକ ନିର୍ଯ୍ୟାତନାର ଶିକାର ହୋଇ ଫାଣ୍ଡିକୁ ଏତଲା ପାଈଁ ଆସୁଛନ୍ତି ତେବେ ତାଙ୍କୁ ମଧ୍ୟ ଶ୍ରୀ […]Read More
କଟକ : ଚୌଦ୍ୱାର ଥାନା ପୋଲିସ କୁ ବଡ ସଫଳତା।ଜଣେ ନାବାଳକ ଲୁଟେରାକୁ ଗିରଫ କରିବା ସହ ତା ଠାରୁ ବହୁ ପରିମାଣର ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ କରିଛି। ସୂଚନା ଅନୁସାରେ , ୩୦.୪.୨୦୨୧ ଚୌଦ୍ୱାର ଧୂମାବତୀ ନଗର ର ସମ୍ବିତ କୁମାର ବେହେରାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ , ଉକ୍ତ ଦିନ ୨ଟା ରେ କେହି ତାଙ୍କ ଘରେ ପଶି ୨ଟି ସ୍ମାର୍ଟ ଫୋନ,ଏକ ପିତ୍ତଳ ହନୁମାନ ମୂର୍ତ୍ତି,ଏକ ପିତ୍ତଳ କଇଁଛ, […]Read More
ଚିଲିକା: ଆଜି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ଆରମ୍ଭ ହୋଇଛି । ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ। କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା […]Read More
ବାଣପୁର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲକଡ଼ାଉନ କଟକଣା ଆରମ୍ଭ ହେଉଛି। ଏହି ସମୟରେ ରାସନ ଏବଂ ପରିବା ଦୋକାନ ସକାଳ ୬ ଟା ରୁ ୧୨ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରିକି ଗତକାଲି ସ୍ୱତନ୍ତ ରିଲିଫ କମିଶନର ଜନସାଧାରଣଙ୍କୁ ଲକ ଡ଼ାଉନ ସମୟରେ ଭୟଭୀତ ନହେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି।ତେବେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷ ପ୍ରଚୁର ପରିମାଣରେ ମହଜୁଦ ଥିବା ସରକାର କହୁଥୁବା ବେଳେ ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ […]Read More
କଟକ: ଆଜି ସକାଳ ୬ ଟା ସମୟରେ ମଙ୍ଗୁଳି ଛକ ନିକଟରେ ଏକ ପିକ ଅପ ଗାଡି ମଧ୍ୟରେ ତିନି ଗୋଟି ବସ୍ତା ମଧ୍ୟରେ ୬୦ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଗିରଫ। ଏହି ଗଞ୍ଜାଇ କନ୍ଧମାଳ ରୁ ବାଲେଶ୍ୱର କୁ ଚାଲାଣ ହେଉଥିଲା।Read More
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ସମ୍ମୁଖରେ ଆଜି ସକାଳେ ଶହ ଶହ ନାଗରିକମାନେ ଧାରଣାରେ ବସିଥିବାର ଦେଖାଯାଇଥିଲା । ଗତକାଲି ଉକ୍ତ ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ଟୀକାକରଣ କେନ୍ଦ୍ର ଘୋଷଣା କରାଯାଇଥିଲା । ତେବେ ଗତକାଲୀ ଟୀକାକାରଣ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ସୁରୁଖୁରୁରେ ଚାଲିଥିବାବେଳେ ଆଜି ପୁଣି ଦେଖାଯାଇଛି ବିଶୃଙ୍ଖଳା । ରାତି ୨ ରୁ ଶହ ଶହ ନାଗରିକ ମାନେ ଟୀକା ନେବା ପାଇଁ ଉକ୍ତ କେନ୍ଦ୍ର ସମ୍ମୁଖରେ […]Read More
କଟକ: ଇଛାଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ। ଇଛାଶକ୍ତି ସହିତ ପରିବାରର ସହଯୋଗ ମିଳିଲେ ଲକ୍ଷ ସ୍ଥଳରେ ପହଁଚିବା ଆହୁରି ସହଜ ହୋଇଥାଏ। ଯାହା ଆଜି ପ୍ରତିପାଦିତ ହୋଇଛି କଟକର ଇପ୍ସିତା ପ୍ରିୟଦର୍ଶନୀଙ୍କ କ୍ଷେତ୍ରରେ। ନିଜର ଇଛାଶକ୍ତି ଓ ପାରିବାରିକ ସହଯୋଗରେ ଜାତୀୟ ସ୍ତରରେ ଫେମିନା ମିସେସ ଇଣ୍ଡିଆର ଟପ ୧୦ ରେ ପହଂଚିପାରିଛନ୍ତି। କେବଳ ଟପ ୧୦ ରେ ନୁହଁ ଫେମିନା ମିସେସର ଟାଇଟେଲ ହାତେଇବାକୁ କରୁଛନ୍ତି ସମସ୍ତ ପ୍ରସ୍ତୁତି। କଟକ ମଙ୍ଗଳାବାଗର ଇପ୍ସିତା ପ୍ରିୟଦର୍ଶନୀ। […]Read More
ପାରାଦୀପରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଆୟୋଜିତ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ ।Read More