ଐତିହାସିକ ଶୈବପୀଠ ବାବା ଧବଳେଶ୍ବର ମନ୍ଦିରର ଉନ୍ନତିକରଣ ପାଇଁ ଦାବିପତ୍ର ପ୍ରଦାନ।

 ଐତିହାସିକ ଶୈବପୀଠ ବାବା ଧବଳେଶ୍ବର ମନ୍ଦିରର ଉନ୍ନତିକରଣ ପାଇଁ ଦାବିପତ୍ର ପ୍ରଦାନ।

କଟକ: ଐତିହାସିକ ଶୈବପୀଠ ବାବା ଧବଳେଶ୍ବର ମନ୍ଦିରର ଉନ୍ନତିକରଣ ଓ ପ୍ରବେଶ ଦ୍ୱାରରେ ତୋରଣ ନିର୍ମାଣ ପାଇଁ, ପବ୍ଲିକ ରାଇଟ୍ସ ଆସୋସିଏସନ ଓଡିଶା ତରଫରୁ କଟକ ନଗରର ସଭାପତି ସଞ୍ଜିତ ସାମଲ ଏବଂ ଜିଲ୍ଲା ସଭାପତି ପ୍ରିୟବ୍ରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ରାଜ୍ୟ ଏବଂ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ଦ୍ବାରା କଟକ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା ଏବଂ ପୀଠର ବିକାଶ ନିମନ୍ତେ ଆଲୋଚନା କରାଗଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ, କଟକ ଜିଲ୍ଲା ଓ ଆଠଗଡ଼ର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ।

 

Related post

News in English