କଟକ ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ତଥା ଗ୍ରାମର ଶ୍ରୀଶ୍ରୀ କାର୍ତ୍ତିକେଶ୍ୱର ପୂଜା, ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଆଜିର ପଞ୍ଚକର ପ୍ରଥମଦିନରେ ଗ୍ରାମ ପୂଜକ ପଣ୍ଡିତ ଦୟାନିଧି ଶତପଥିଙ୍କ ଦ୍ଵାରା ସମସ୍ତ ରୀତିନୀତି ଦ୍ୱାରା ପୂଜା ହେବା ସହିତ କରୋନା କଟକଣାକୁ ପାଳନ କରାଯାଇଥିଲା ।ଏହି ପୂଜାରେ ଶ୍ରୀ କାବୁଲି ମୁଳିଆ କର୍ତା ହେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ଅଧିକାରୀ ଶ୍ରୀ ବାବୁ ପ୍ରଧାନ ଓ କ୍ଷୀରୋଦ ମହାରଣାଙ୍କ ସହିତ ସଭାପତି ଶ୍ରୀ ପ୍ରଦୀପ ମୁଳିଆ ପୂଜା କମିଟି ସମ୍ପାଦକ ଶ୍ରୀ ଲିଙ୍ଗରାଜ ହାତୀ,ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଧନେଶ୍ୱର ମୁଳିଆ,ରାଜ କିଶୋର ରାଉତ,ବ୍ରଜ କିଶୋର ପ୍ରଧାନ,ରବୀନ୍ଦ୍ର ରଥ,ମନ୍ମଥ ସିଂ,ବାଉରୀ ବନ୍ଧୁ ପରିଡା,ଗଜେନ୍ଦ୍ର ମହାରଣା,ଶ୍ରୀବତ୍ସ ରାଉତ,ଧନଞ୍ଜୟ ମୁଳିଆ,କାଳନ୍ଦୀ ମୁଳିଆ,ପ୍ରତାପ ମୁଳିଆ,ବିଜୟ ମୁଳିଆ,ରବୀନ୍ଦ୍ର ରାଉତ,ଅଶୋକ ସାହୁ,କିଶୋର କୁମାର ମହାପାତ୍ର,କୈଳାଶ ଚନ୍ଦ୍ର ଅଗ୍ରୱାଲ, ଉପେନ୍ଦ୍ର ବେହେରା,ହରେ କୃଷ୍ଣ ମୁଳିଆ ,ଗୋବିନ୍ଦ ମୁଳିଆ,ଶିବ ମହାରଣା,ବାପୁନ ମୁଳିଆ,ଭିକି ଛାଟୋଇ,ସୋମୁ ପ୍ରଧାନ,ପ୍ରସାଦ ଜେନା,ଶଙ୍କରା ମୁଳିଆ,ବୁଲୁ ଜେନା ,ସଂଗ୍ରାମ ଦାସ,ଶଙ୍କରା ମହାରଣା,ସୂର୍ଯ୍ୟକାନ୍ତ ମୁଳିଆ,ଭୁପୁ ପ୍ରଧାନ,ମଣି ପ୍ରଧାନ,ମନୋଜ ହାତୀ,ବାବୁ ମୁଳିଆ,କାଳିଆ ମହାରଣା,ଫେଲୁ ରାଉତ,ହରେକୃଷ ଦାସ,ପିଉସ ଦାସ,ଆଶିଷ ରଥ,ପୁଅ ସିଂ,ଟିମା ଚୌଧୁରୀ, କିଶୋର ପ୍ରଧାନ,ବୁନୁ ମୁଳିଆ ପ୍ରମୁଖ ଏହି ପବିତ୍ର ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।