ରାୟଗଡାର ବୋହୂ ସଂଧ୍ୟା ଦଳେଇ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଛନ୍ତି।

ରାୟଗଡାର ବୋହୂ ସଂଧ୍ୟା ଦଳେଇ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ମିସେସ୍‌ ଇଣ୍ଡିଆ ବ୍ୟୁଟି କଣ୍ଟେଷ୍ଟରେ ସେ ବିଜୟୀ ହୋଇଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।ଗତ ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀରେ ହୋଇଥିଲା ମିସେସ୍‌ ଇଣ୍ଡଆ ୱାନ୍‌ ଇନ୍‌ ଏ ମିଲିୟନ ପ୍ରତିଯୋଗିତା। ଏଥିରେ ସଂଧ୍ୟାଙ୍କ ଭାଗ ନେଇଥିଲେ। ସମଗ୍ର ଦେଶରୁ ଭାଗ ନେଇଥିବା ୬୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସନ୍ଧ୍ୟା ବିଜୟୀ ହୋଇ ରୌପ୍ୟ ମୁକୁଟ ହାସଲ କରିଛନ୍ତି। ସନ୍ଧ୍ୟାଙ୍କ ଏହି ସଫଳତା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

Related post

News in English