ସାଇନ୍ ଆଣ୍ଡ୍ ସନ୍ଧ୍ୟା ଫାଉଣ୍ଡେସନ ର ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ।

 ସାଇନ୍ ଆଣ୍ଡ୍ ସନ୍ଧ୍ୟା ଫାଉଣ୍ଡେସନ ର ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ।

କଟକ: ଅସହାୟ ଲୋକମାନଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ଏକ ପ୍ରୟାସ ଆରମ୍ଭ କରିଛି ସାମାଜିକ ଅନୁଷ୍ଠାନ ସାଇନ୍ ଆଣ୍ଡ୍ ସନ୍ଧ୍ୟା ଫାଉଣ୍ଡେସନ। କଟକ ଖାନନଗର କାଳୀମନ୍ଦିର ନିକଟରୁ ଆମ୍ବୁଲାନ୍ସ ର ଶୁଭାରମ୍ଭ ହୋଇଛି। କଟକ ସହର କିମ୍ବା ଜିଲ୍ଲାରେ ରହୁଥିବା ଅସହାୟ ଓ ନିରାଶ୍ରୟ ମାନଙ୍କୁ ସୁବିଧାରେ ଚିକିତ୍ସା ପ୍ରଦାନ ପାଇଁ ଏହି ଆମ୍ବୁଲାନ୍ସ ସେବା କାର୍ଯ୍ୟ କରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ତେବେ ବିନା ମୂଲ୍ୟରେ ଏହି ସେବା ଉପଲବ୍ଧ ଥିବା ରହିଛି। ଯେ କୌଣସି ସ୍ଥାନରୁ ଫୋନ୍ କଲେ ଆସିଲେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ପହଞ୍ଚି ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ୍ କୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

 

Related post

News in English