Tags : died

୧୮ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ।

କଟକ: ଜିଲ୍ଲାରେ ଆସନ୍ତାକାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ନିମନ୍ତେ ସମସ୍ତ ପ୍ରସ୍ତୁତିସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଆସନ୍ତା ସପ୍ତାହ ମଧ୍ୟରେ ୧୯୧୮୧ ଜଣଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ସଫଳତାର ସହ ଟୀକାକରଣ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ବିଶେଷ କରି ୪ଟି କେନ୍ଦ୍ରରେ ଶତ ପ୍ରତିଶତ ଟୀକାକରଣ ହୋଇଥିବା ପାଇଁ […]Read More

କଟକରେ କାର୍ତ୍ତିକ ପୂଜା।

କଟକ ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ତଥା ଗ୍ରାମର ଶ୍ରୀଶ୍ରୀ କାର୍ତ୍ତିକେଶ୍ୱର ପୂଜା, ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଆଜିର ପଞ୍ଚକର ପ୍ରଥମଦିନରେ ଗ୍ରାମ ପୂଜକ ପଣ୍ଡିତ ଦୟାନିଧି ଶତପଥିଙ୍କ ଦ୍ଵାରା ସମସ୍ତ ରୀତିନୀତି ଦ୍ୱାରା ପୂଜା ହେବା ସହିତ କରୋନା କଟକଣାକୁ ପାଳନ କରାଯାଇଥିଲା ।ଏହି ପୂଜାରେ ଶ୍ରୀ କାବୁଲି ମୁଳିଆ କର୍ତା ହେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ଅଧିକାରୀ ଶ୍ରୀ ବାବୁ ପ୍ରଧାନ ଓ କ୍ଷୀରୋଦ ମହାରଣାଙ୍କ ସହିତ ସଭାପତି ଶ୍ରୀ ପ୍ରଦୀପ […]Read More

ବସ ରେ ଲାଗିଲା ନିଆଁ

କଟକ : କଟକ ସହରର ବାଦାମବାଡିର ଅଞ୍ଚଳରେ ଥିବା ପୁରୀ ବସ ଷ୍ଟାଣ୍ଡରେ ଗୁରୁବାର ଅଗ୍ନିକାଣ୍ଡରେ ଏକ ବସ ଜଳିଯାଇଛି। ଉକ୍ତ ବସଟି ପାର୍କିଙ୍ଗରେ ଥିବା ସମୟରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ଏକ ବସକୁ ବ୍ୟାପି ଥିଲା। ମାତ୍ର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବାରୁ ନିଆଁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଧରଣ ବିପଦ ଟଳି ଯାଇଥିଲା। ବସରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। […]Read More

ଖୁସବୁ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଦିଶା ପଟାନୀ।

ମୁମ୍ବାଇ:ଭଉଣୀ ଖୁସବୁ ପଟାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଦିଶା ପଟାନୀ ।‌ ଖୁସବୁ ଓ ଦିଶା ପଟାନୀ ବର୍ତ୍ତମାନ ମାଲଦ୍ବୀପ ବୁଲିବା ପାଇଁ ଯାଇଛନ୍ତି ।‌ ଅଭିନେତ୍ରୀ ଦିଶା ପଟାନୀ ତାଙ୍କ ବଡ଼ ଭଉଣୀ ଖୁସବୁ ପଟାନୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ଫୋଟ ସେ ଇନଷ୍ଟାଗ୍ରାମ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ୍ ଲେଖିଛନ୍ତି ଯେ ତାଙ୍କ ବଡ ଭଉଣୀ ହେଉଛନ୍ତି ତାଙ୍କ ପ୍ରେରଣାଦାୟୀ । ଦିଶା ପଟାନୀଙ୍କ ଭଉଣୀ ଖୁସବୁ ପଟାନୀ […]Read More

ପରଲୋକ ରେ ମାରାଡୋନା।

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଆର୍ଜେଣ୍ଟିନାର ଡିଏଗୋ ମାରାଡୋନାଙ୍କ ପରଲୋକ । ହୃଦଘାତରେ ୬୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମାରାଡୋନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  Read More

ଆଖି ବୁଜିଲେ ସୁଶୀଳା ଦେବୀ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ପତ୍ନୀ ଶ୍ରୀମତୀ ସୁଶୀଳା ଦେବୀଙ୍କର ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଗତ ନଭେମ୍ବର ୧ ରୁ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ଥିଲେ । ତେବେ ପୂର୍ବରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ କରୋନା ତାଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଥିଲା । ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଗତକାଲି ରାତିରେ ଆଖି […]Read More

ଟ୍ରାଫିକ ପୋଷ୍ଟ ସରସସୁନ୍ଦର କଲା ସିଲଭରସିଟି ଗ୍ରୁପ।

କଟକ: ଟିମ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗତକାଲି କଟକ ଚଣ୍ଡୀ ମନ୍ଦିର ନିକଟସ୍ଥ ଗୋଲେଇ ପୋଷ୍ଟ ଟିକୁ ସଫା କରାଯାଇଅଛି. ଉଲ୍ଲେଖଯୋଗ୍ୟ କି ଏହି ଟ୍ରାଫିକ ପୋଷ୍ଟ ଟିକୁ ଟିମ ଏସ ଏସ ସି ତରଫରୁ ଆଗରୁ ନବୀକରଣ କରାଯିବା ସହ ନିୟମିତ ବ୍ୟବଧାନ ରେ ବହୁ ବାର ସଫା ମଧ୍ୟ କୋଭିଡ ୧୯ ର ସତର୍କତା କୁ ପାଳନ ପୁର୍ବକ ରେ ପୋଷ୍ଟ ଟି ରେ ଉଠିଥିବା ଅନାବନା ଗଛ […]Read More

ପୁଣି କ୍ରିକେଟ ଖେଳିବେ ଶ୍ରୀଶାନ୍ତ।

ଭୁବନେଶ୍ୱର: ଅପେକ୍ଷାର ଅନ୍ତ। କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍‌ ଅବଧି ବି ଶେଷ। ୭ ବର୍ଷ ପରେ ପୁଣି କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଏସ୍‌. ଶ୍ରୀଶାନ୍ତ। କେରଳର ଏହି ଦ୍ରୁତ ବୋଲର ୨୦୧୩ ଆଇପିଏଲ୍‌ରେ ମ୍ୟାଚ୍‌ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶ୍ରୀଶାନ୍ତଙ୍କ ସମେତ ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ବାନଙ୍କ ମଧ୍ୟ ଦୋଷୀ ବୋଲି ଜଣାପଡ଼ିଥିଲା। ଏନେଇ ବିସିସିଆଇ ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧ ଲଗାଇବା ସହ ସେମାନଙ୍କୁ ଜେଲ୍‌ ମଧ୍ୟ ହୋଇଥିଲା। […]Read More

ଗୀତ ଗାଇଲେ ବିଧାୟକ ସୁର ରାଉତରାୟ ।

କଟକ: ପ୍ରଥମ ଥର ପାଇଁ ଗୀତ ଗାଇଲେ ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟ , ତାହା ପୁଣି ରାପ । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନା ରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି । ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟ ଏ ଗୀତର କିଛି ରାପ […]Read More

ଐତିହାସିକ ଶୈବପୀଠ ବାବା ଧବଳେଶ୍ବର ମନ୍ଦିରର ଉନ୍ନତିକରଣ ପାଇଁ ଦାବିପତ୍ର ପ୍ରଦାନ।

କଟକ: ଐତିହାସିକ ଶୈବପୀଠ ବାବା ଧବଳେଶ୍ବର ମନ୍ଦିରର ଉନ୍ନତିକରଣ ଓ ପ୍ରବେଶ ଦ୍ୱାରରେ ତୋରଣ ନିର୍ମାଣ ପାଇଁ, ପବ୍ଲିକ ରାଇଟ୍ସ ଆସୋସିଏସନ ଓଡିଶା ତରଫରୁ କଟକ ନଗରର ସଭାପତି ସଞ୍ଜିତ ସାମଲ ଏବଂ ଜିଲ୍ଲା ସଭାପତି ପ୍ରିୟବ୍ରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ରାଜ୍ୟ ଏବଂ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ଦ୍ବାରା କଟକ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା ଏବଂ ପୀଠର ବିକାଶ ନିମନ୍ତେ ଆଲୋଚନା କରାଗଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ, […]Read More

News in English