Tags : died

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୃକ୍ଷହିଁ ଜୀବନ କାର୍ଯ୍ୟକ୍ରମ ଉଦଘାଟିତ !|

କଟକ – କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର ଉପକଣ୍ଠ ଗୋପାଳପୁର ୱାର୍ଡ ନମ୍ବର -୫୭ ବୁଢୀ ମଙ୍ଗଳା ଠାକୁରାଣୀ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି ମହାନ ସେବାକାର୍ଯ୍ୟରେ ପରିଷଦ ପକ୍ଷରୁ କର୍ମକର୍ତ୍ତାଵର୍ଗ ଯଥା ଚିତ୍ତରଞ୍ଜନ ମହାପାତ୍ର, ଵିଜୟ କୁମାର ରାଉତ, ଚନ୍ଦ୍ରକାନ୍ତ ଜେନା, ସଜଂୟ ସିଂହ, ରଂଜନ କୁମାର ସାମଲ,ପୂଜକ ପ୍ରଦୀପ୍ତ ରଥ,ଅମଲ ଭଟ୍ଟାଚାର୍ଯ୍ୟ, ମନମୋହନ ସାମଲ,ସୁନୀତ୍ ରଜଂନ ଦୀକ୍ଷିତ,କାହ୍ନୁ ସାମଲ,ଅମିତ କୁମାର ବେହେରା, […]Read More

ବିଗ ବିଙ୍କ ଜନ୍ମଦିନକୁ ପାଳିଲେ ତାଙ୍କର ବଡ଼ ଫ୍ୟାନ।

କଟକ: ବଲିଉଡ ର ସେହେନ୍ସା ଅମିତାଭ ବଚ୍ଚନ ଙ୍କର ୭୮ ତମ ଜନ୍ମଦିନକୁ ପାଳିଲେ କଟକର ଜଣେ ତାଙ୍କର ବଡ଼ ଫ୍ୟାନ ଧନେଶ୍ୱର ସେଠୀ, କୋଭିଡ କଟକଣା ପାଇଁ ଏଥର ଟିକିଏ ଫିକା ପଡିଯାଇଥିବା ବେଳେ କେବଳ କେକ କାଟିବା ସହ ବେଳୁନ ରେ ସୁସଜ୍ଜିତ କରିଥିଲେ ଉକ୍ତ ଅଞ୍ଚଳ।କଟକ ବାଦାମ ବାଡ଼ି ଅଞ୍ଚଳର ଧନେଶ୍ୱର ପେଷାରେ ପାନ ଦୋକାନୀ ହେଲେ ନିଶାର ଅମିତାଭଙ୍କ ପ୍ରତ୍ୟକଟି ଫିଲ୍ମ ଦେଖିବା। ପୂର୍ବରୁ ସବୁ ବର୍ଷ ମାନଙ୍କରେ ସେ ଅତି […]Read More

ଫୋଟୋ ଗ୍ରାଫର ସଂଘର ବୈଠକ ଅନୁଷ୍ଠିତ।

କଟକ ଫୋଟୋ ଗ୍ରାଫର ସଂଘର ପଞ୍ଜିକରଣ ସାର୍ଟିଫିକେଟ ମିଳିବା ଫଳରେ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସଂଘର କାର୍ଯ୍ୟଶୈଳୀ ଆଗକୁ କିଭଳି ବୃଦ୍ଧି କରାଯିବ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ସଭାପତି ସଚ୍ଚିଦାନନ୍ଦ ବେହେରା, ଉପସଭାପତି କଲ୍ୟାଣ ଭଗତ, ସମ୍ପାଦକ ଶିଶିର ନାୟକ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।  Read More

ଚଳନ୍ତା କାର ରେ ଲାଗିଲା ନିଆଁ

କଟକ ଚାଉଳିଆଗଞ୍ଜ ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏକ ଦୁର୍ଘଟଣା ଚଳନ୍ତା କାର ରେ ଲାଗିଲା ନିଆଁ ଅଳ୍ପକେ ବଞ୍ଚେଲେ କାର ଚାଳକ । ସ୍ୱଚନା ମୁତାବକ ଆଜି କଟକ ରୁ ଭୁବନେଶ୍ୱର ଯାଉଥିବା OR02-BT-9933 କାର ଟି ଚାଉଳିଆଗଞ୍ଜ ଥାନା ସମ୍ମୁଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ହଟାତ ନିଆଁ ଲାଗିଯାଇଥିଲା, ଘଟଣା ସମ୍ପର୍କରେ ଚାଉଳିଆଗଞ୍ଜ ପୋଲସି ଖବର ପାଇ ନିକଟସ୍ଥ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ର ୭ […]Read More

ଶ୍ରୀକାନ୍ତ ଦତାର ହେଲେ ହାର୍ଭାର୍ଡ ବିଜନେସ ସ୍କୁଲର ନୂତନ ଡିନ୍।

ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଶିକ୍ଷାବିଦ୍ ଶ୍ରୀକାନ୍ତ ଦତାରଙ୍କୁ ହାର୍ଭାର୍ଡ ବିଜନେସ ସ୍କୁଲର ନୂତନ ଡିନ୍ ଭାବେ ନିଯୁକ୍ତି ଦିଆଯାଇଛି। ଦତାର ଏହାର ୧୧ତମ ଡିନ୍ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହି ବିଦ୍ୟାଳୟର ବର୍ତ୍ତମାନର ଡିନ୍ ନିତିନ ନୋହରିଆଙ୍କ ସ୍ଥାନ ନେବେ। ସେ ଜାନୁଆରୀ ୨ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ହାର୍ଭାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।ହାର୍ଭାର୍ଡ ସ୍କୁଲ ନାଁରେ ୧୧୨ ବର୍ଷର ଇତିହାସ ରହିଛି । ଶ୍ରୀକାନ୍ତ ଇଣ୍ଡିଆାନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ)ରୁ […]Read More

ଅଟୋ ଚାଳକ ମାନଙ୍କର ପରିଚୟ ପତ୍ର ନିୟମିତ ଯାଞ୍ଚ କରାଯିବ ।

କଟକ:କଲେଜ ଛାତ୍ରୀକୁ ବଳାତ୍କାର ଉଦ୍ୟମ।ଅଭିଯୁକ୍ତକୁ ଗିରଫ କଲା ବାରଙ୍ଗ ପୋଲିସ।ଗଲା କାଲି ଅଭିଯୋଗ ଅନୁସାରେ ଗଲାକାଲି ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ ଭୁବନେଶ୍ୱର ଏକ ଘରୋଇ କଲେଜରେ ଅର୍ଥନୀତି ବିଭାଗରେ ପିଜି ପରୀକ୍ଷା ଦେବା ପାଇଁ ବସ ଯୋଗେ ଆସୁଥିଲେ।ଛାତ୍ରୀ ଜଣକ ଜଣକ ଉକ୍ତ ବସରେ ବାରମ୍ବାର ବାନ୍ତି କରିବାରୁ ସେ କଟକରୁ ବସ ବଦଳାଇ ଏକ ଅଟୋ ଯୋଗେ ବାରଙ୍ଗ ଦେଇ ଭୁବନେଶ୍ୱର ଆସୁଥିଲେ।ଏହି ସମୟରେ ଅଟୋ ଡ୍ରାଇଭର […]Read More

ଦୁର୍ଘଟଣା କୁ ନିମନ୍ତ୍ରଣ।

ଏହି ରାସ୍ତା ନା କୋଉ ଉପାନ୍ତ ଅଞ୍ଚଳର ନା କେଉଁ ବିଛିନ୍ନଞ୍ଚଳର। ଏହି ରାସ୍ତାଟି ହେଉଛି ଖୋଦ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାଖରେ ଥିବା କାଠଯୋଡ଼ି ନଦୀବନ୍ଧ ରାସ୍ତାର ଦୟନୀୟ ଦୃଶ୍ୟ। ଦୁର୍ଘଟଣା କୁ ଅପେକ୍ଷା କରି ଅନେଇ ବସିଛି ଖାଲ ଖମା। ଏହି ଖାଲ ଖମାରେ ଅନେକ ଦୁର୍ଘଟଣା ଘଟୁଥିବାର ନଜିର ଆସିଥିଲେ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି ପ୍ରଶାସନିକ ଅଧିକାରୀ ମାନେ।  Read More

ଆଇପିଏସ ସଂଘର ଶୋକ।

କଟକ: ପୂର୍ବତନ ଅଗ୍ନିଶମ ଓ ଗୃହରକ୍ଷୀ ମହାନିର୍ଦ୍ଦେଶକ ଜନ ନାୟକ ଙ୍କ ବିୟୋଗରେ ଆଇପିଏସ ସଂଘର ଶୋକ।ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ରେ ଏହି ଶୋକ ସଭା ଅନୁଷ୍ଠିତ ହେବା ସହ ନିରବ ପ୍ରାର୍ଥନା ହୋଇଥିଲା। ଏହି ଅବସରରେ ସ୍ବର୍ଗତ ନାୟକ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ପରିବାର କୁ ସମବେଦନା ଜଣାଇଛି ସଙ୍ଘ। ଏହି ଅବସରରେ ପୋଲିସ ଡିଜି ଶ୍ରୀ ଅଭୟ ଅତିରିକ୍ତ ଡିଜି ଲଳିତ ଦାସ , […]Read More

କରୋନା ଯୁଦ୍ଧରେ ହାରିଗଲେ ଯୋଦ୍ଧା

କଟକ:ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି ନରସିଂହପୁର ଥାନାର କାର୍ଯ୍ୟରତ ଏ ଏସ୍ ଆଇ ମଦନମୋହନ କାର୍ଜି ଙ୍କର କରୋନାରେ ଅକାଳ ବିୟୋଗ ଘଟି ଯାଇଥିବା ସୂଚନା ମିଳିଛି।ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ସରଳ, ନିଷ୍କପଟକ ହୃଦୟାବନ ବ୍ୟକ୍ତି ଭାବେ ପରିଚିତ ଥିଲେ ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  Read More

ନେତାଜୀ ଯୁବ ସେବା ସମିତିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ।

କଟକ: ନେତାଜୀ ଯୁବ ସେବା ସମିତି ପରିବାର ତରଫରୁ ପିପିଲିର ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ବିଜୁ ଯୁବ ଜନତା ଦଳର ଓ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିବା ବେଳେ ଅନ୍ୟ ନବ ନିର୍ବାଚିତ ବିଜେଡିର ଯୁବ ଓ ଛାତ୍ର କର୍ମକର୍ତ୍ତା ମାନଙ୍କର ସହ ନେତାଜୀ ଯୁବ […]Read More

News in English