Tags : died

ହାଇକୋର୍ଟରେ ସତ୍ୟପାଠ ଦାଖଲ।

କଟକ:ହାଇକୋର୍ଟରେ କଟକ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ମାମଲା, ପୋଲିସ କମିଶନର ଦାଖଲ କଲେ ସାନି ସତ୍ୟପାଠ, ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହକୁ ଘୁଞ୍ଚିଲା, ପୂର୍ବ ନିର୍ଦେଶରେ ତିଆରି ହୋଇଥିବା ବଡ଼ ମୂର୍ତ୍ତିକୁ ସୁରକ୍ଷା ଦେଇଥିଲେ କୋର୍ଟ।  Read More

କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିକ୍ଷୋଭ।

କଟକ: ୧୦ ଦଫା ଦାବି ନେଇ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ସାରା ରାଜ୍ୟରେ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ନୂଆପଡା ସ୍ଥିତ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ପ୍ରତିବାଦ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ଶ୍ରମ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ପଡି ରହିଥିବା ପଦବୀକୁ ପୂରଣ କରୁ ନାହାନ୍ତି। […]Read More

କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନଙ୍କର ପରଲୋକ ହୋଇଛି।

କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନଙ୍କର ପରଲୋକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସେ ଖାଦ୍ୟଯୋଗାଣ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ।  Read More

ମୁକେଶ ଅମ୍ବାନୀ ଭାରତର ଧନୀ

ଫୋର୍ବ୍ସ ଜାରି କଲା ୧୦୦ ଧନୀ ଭାରତୀୟଙ୍କ ତାଲିକା । ଆର ଆଇ ଏଲ ଅଧ୍ୟକ୍ଷ ମୁକେଶ ଅମ୍ବାନି ସବୁଠାରୁ ଧନୀ ଭାରତୀୟ । ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୮୮.୭ ବିଲିଅନ ଡଲାର ରହିଛି । ଲଗାତାର ୧୩ ବର୍ଷ ଧରି ମୁକେଶ ଅମ୍ବାନି ସବୁଠୁ ଧନୀ ଭାରତୀୟ ହୋଇଛନ୍ତି।  Read More

କରୋନାରେ କରୋନା ଯୋଦ୍ଧା ତଥା ଅଙ୍ଗନବାଡୀ କର୍ମୀ ଙ୍କ ମୃତ୍ୟୁ।

ବେଲଗୁଣ୍ଠା:ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ କରୋନାରେ ଆକ୍ରାନ୍ତ ଜଣେ ଅଙ୍ଗନବାଡୀ କର୍ମୀ ଙ୍କ ମୃତ୍ୟୁ ଘଟିଛି ।କର୍ମୀ ଜଣଙ୍କ ହେଲେ ବେଲ୍ଲଗୁଣ୍ଠା ବ୍ଲକ ବଡବୋର୍ସିଣ୍ଗ ପଞ୍ଚାୟତ ଡିମିରିପଲ୍ଳୀରେ କାର୍ଯ୍ୟରତ ଅଙ୍ଗନବାଡୀ କର୍ମୀ ପ୍ରିୟଙ୍କା ପ୍ରଧାନ । ପ୍ରିୟଙ୍କା ବେଲ୍ଲଗୁଣ୍ଠା ନିକଟ ବାଣତୂମ୍ବରେ ବିବାହ କରିଥିଲେ । ସ୍ଵାମୀଙ୍କ ସହ ମତାନ୍ତର ପରେ ନିଜ ଦୁଇ ଝିଅକୁ ଧରି ସେ ଅଲଗା ରହୁଥିଲେ । ମା କୁ ହରାଇ ଦୁଇ ଛୋଟ ଝିଅ ବେ ସାହାରା ହେଇଜାଇଛନ୍ତି । ତାଙ୍କ […]Read More

ପ୍ଲାଜମା ଦାତାଙ୍କୁ ଉତ୍ସାହିତ କଲେ ସାଂସଦ ଓ ଜୀବନ ବିନ୍ଦୁ ସଂଯୋଜକ।

କଟକ: ବର୍ତ୍ତମାନ ର କରୋନା ମହାମାରୀ ପାଇଁ ବରଦାନ ସାଜିଛି ପ୍ଲାଜମା ଥିରୋପୀ। ଆଉ ବହୁ ସ ହୃଦୟ ବ୍ୟକ୍ତି ମାନେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି କଟକ ଏସସିବି ବ୍ଳଡ଼ ବ୍ୟାଙ୍କରେ ପ୍ଲାଜମା ଦାତାଙ୍କୁ ଉତ୍ସାହିତ କଲେ ରାଜ୍ୟସଭା ସାଂସଦ ସୁବାସ ସିଂ,ଓଡିଶା ମୋ ପରିବାର ଜୀବନବିନ୍ଦୁ କଟକସିଟି ସଂଯୋଜକ ରଂଜନ କୁମାର ବିଶ୍ବାଳ।  Read More

ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ, ଡିସେମ୍ବର ୧୦ରେ ହାଜର ହେବାକୁ ନିର୍ଦ୍ଦେଶ।

ଭୁବନେଶ୍ବର : ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଛାଡ଼ପତ୍ର ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆରମ୍ଭ ହୋଇଛି । ବିଚାରପତି ଅଂଜୁ ବଜାଜ ଚନ୍ଦନା ଏହି ମାମଲାର ଶୁଣାଣି କରିବା ସହ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ।ଆସନ୍ତା ଡିସେମ୍ବର ୧୦ରେ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।Read More

କମିବ ବର୍ଷା

ରାଜ୍ୟରେ ଆଜିଠୁ କମିପାରେ ବର୍ଷା । ଲଘୁଚାପର ପ୍ରଭାବ କମିଥିବା ବେଳେ ଆଜିଠୁ ବର୍ଷା କମିବା ସମ୍ଭାବନା ରହିଛି । ତେବେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେଣୁ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଉ ବଡ଼ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ କହିଛି ।ତେବେ ଆଉ ଏକ ଲଘୁଚାପ ହେବାକୁ ଥିବାରୁ ଏହାର ପ୍ରଭାବରେ ଆସନ୍ତା ୧୧ ତାରିଖରୁ ବର୍ଷା ଆରମ୍ଭ ହେବ । ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ […]Read More

ବର୍ତମାନ ହୁତୁ ହୁତୁ ହୋଇ ଜଳୁଛି ପେଟ୍ରୋଲ ପମ୍ପ୍ ।

ଭୁବନେଶ୍ବର ସ୍ଥିତ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ହୋଇଛି । ପେଟ୍ରୋଲ ପମ୍ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଇଣ୍ଡିଆନ ଅଏଲ ଏହି ପେଟ୍ରୋଲ ପମ୍ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେଉନଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟରେ ନିଆଁ ଧାସ ବହୁତ ଦୂରରୁ ଦେଖାଯାଉଛି । ନିଆଁର ଆକାରର ଅତି ଭୟଙ୍କର ଜଣାପଡୁଛି । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ୩ଟି ଗାଡି ପହଞ୍ଚି […]Read More

ବିଜୁ ଯୁବ ଜନତା ଦଳର ଶୋକ ସଭା

କଟକ କନ୍ଦରପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ଙ୍କୁ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ମନୋଜ ମହାନ୍ତି ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ପିପିଲି ର ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଦଳ ଜଣେ ଉଚ୍ଚକୋଟୀର ନେତା ହରାଇଲା ବୋଲି ଏକ ଶୋକ ସଭାରେ ଯୁବ ଓ ଛାତ୍ର କର୍ମୀମାନେ ପ୍ରକାଶ କରିବା ସହ ଫୋଟୋ ରେ ପୁଷ୍ପମାଲ୍ୟ ଉତ୍ସର୍ଗ କରି ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ […]Read More

News in English