Tags : died

ଭୂତକୋଠି ପାଲଟିଛି ବଡ଼ଖଣ୍ଡାଏତା ରେଳଷ୍ଟେଶନ।

ଜଗତସିଂହପୁର: ୧୯୭୪ରେ ଜଗତ୍‌ସିଂହୁର ଜିଲାର ବରିଡ଼ି ତହସିଲ ଅଧୀନ ବଡ଼ଖଣ୍ଡାଏତା ରେଳଷ୍ଟେଶନ ନିର୍ମାଣ ହୋଇଥିଲା। ଏହା କଟକ-ପାରାଦୀପ ରେଳପଥର ସର୍ବପୁରାତନ ଷ୍ଟେଶନ ଥିଲା। ଏହି ଷ୍ଟେସନ ଦେଇ ଜଗତ୍‌ସିଂହପୁର ଏବଂ କଟକ ଜିଲା ଅଧୀନ ୩ଟି ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ଜନସାଧାରଣ ଯାତାୟାତ କରିଥାନ୍ତି। ମାତ୍ର ଫେବୃୟାରୀ ୨୦୦୬ରେ ହଠାତ ଷ୍ଟେଶନକୁ ଉଠାଇ ଦିଆଯାଇ ପବ୍ଲିକ ହଲଟ୍‌ କରିଦିଆଗଲା। ସେଠାରୁ ବୈଷୟିକ ଯନ୍ତ୍ରପାତି ଓ କର୍ମଚାରୀଙ୍କୁ ଅପସାରଣ କରିନିଆଗଲା। ବର୍ତ୍ତମାନ ଏହି ପବ୍ଲିକ ହଲଟ ଭୂତକୋଠିରେ […]Read More

କମୁଛି କରୋନା।

ରାଜ୍ୟରେ କମୁଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨,୬୭୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ ଓ ଲୋକାଲ କେସ୍ ‌୧,୧୧୯ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି ।  Read More

ସ୍ବର୍ଗତ ଲେଙ୍କାଙ୍କ ଶେଷ ଦର୍ଶନ କଲେ କମିଶନର ଓ ଅନ୍ୟ ଅଧିକାରୀ ମାନେ।

କଟକ: ଚାଷୀଙ୍କୁ ମିଳୁନି ସର୍ବନିମ୍ନ ସୁବିଧା | କେତେବେଳେ ଅଭାବୀ ସାର ବିକ୍ରି ତ ଆଉ କେତେବେଳେ ଅଭାବୀ ଧାନ ବିକ୍ରି | ତା ସାଙ୍ଗରେ ପୁଣି ବ୍ୟାଙ୍କରୁ ଋଣ କେତେବେଳେ ମିଳୁଛି ତ ଆଉ କେତେବେଳେ ସାହୁକାରର ସୁଧ ଜୁଲୁମ | ଅନ୍ୟ ପକ୍ଷରେ ବନ୍ୟା, ମରୁଡି ଭୟ | ଏତେ ଅବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା କୃଷିବିଲକୁ ଏବେ ସବୁଠି ବିରୋଧ କରାଯାଉଛି | ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି […]Read More

ଦେହରେ କାଦୁଅ ବୋଳି ଚାଷୀର ପ୍ରତିବାଦ।

କଟକ: ଚାଷୀଙ୍କୁ ମିଳୁନି ସର୍ବନିମ୍ନ ସୁବିଧା | କେତେବେଳେ ଅଭାବୀ ସାର ବିକ୍ରି ତ ଆଉ କେତେବେଳେ ଅଭାବୀ ଧାନ ବିକ୍ରି | ତା ସାଙ୍ଗରେ ପୁଣି ବ୍ୟାଙ୍କରୁ ଋଣ କେତେବେଳେ ମିଳୁଛି ତ ଆଉ କେତେବେଳେ ସାହୁକାରର ସୁଧ ଜୁଲୁମ | ଅନ୍ୟ ପକ୍ଷରେ ବନ୍ୟା, ମରୁଡି ଭୟ | ଏତେ ଅବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା କୃଷିବିଲକୁ ଏବେ ସବୁଠି ବିରୋଧ କରାଯାଉଛି | ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି […]Read More

ଆଇ ଏନ ଏସ ଚିଲିକାକୁ ମିଳିଲା ୟୁନିଟ ପ୍ରଶସ୍ତିପତ୍ର ।

୨୦୧୯ ପାଇଁ ନୌସେନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇ ଏନ ଏସ ଚିଲିକାକୁ ମିଳିଲା ୟୁନିଟ ପ୍ରଶସ୍ତିପତ୍ର ।ପ୍ରଶସ୍ତିପତ୍ର ପ୍ରଦାନ କଲେ ନୌସେନା ମୁଖ୍ୟ । ପୂର୍ବରୁ ୨୦୦୫ ଓ ୨୦୧୨ରେ ବି ମିଳିଥିଲା ପ୍ରଶସ୍ତିପତ୍ର।ସେବାରେ ଉତ୍କର୍ଷତା ପାଇଁ ଏଭଳି ସମ୍ମାନ ଦିଆଯାଇଥାଏ। ତିତ୍‌ଲି ଓ ଫନିରେ ରିଲିଫ କାର୍ଯ୍ୟରେ ସକ୍ରିୟ ଭୂମିକା ନେଇଥିଲା INS ଚିଲିକା। ପ୍ରତିବର୍ଷ INS ଚିଲିକା ୬୬୦୬ ନୌସୈନିକଙ୍କୁ ତାଲିମ ଦେଇଥାଏ  Read More

ସ୍ୱାଧୀନତାର ୭୩ ବର୍ଷ ପରେବି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ

ଗଞ୍ଜାମ: ଦେଶ ସ୍ୱାଧୀନତା ପାଇବାର ୭୩ ବର୍ଷ ପରେବି ଆଜି ଏମିତି ସ୍ଥାନ ରହିଛି ଯେଉଁଠି ବିକାଶ ଅପହଞ୍ଚ l ନା ଅଛି ଯାତାୟାତ ପାଇଁ ରାସ୍ତା, ନା ଅଛି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା l ଦେହ ଖରାପ ହେଲେ ରୋଗୀ ପାଇଁ ଦୋଳl ହିଁ ଏକମାତ୍ର ଭରସା l ଏମିତି ଏକ ଗାଁ ରହିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଂଚାୟତର ନିତ୍ୟାନନ୍ଦ ପଲ୍ଲୀ ଗ୍ରାମ l ୮୦ ବର୍ଷରୁ ଊର୍ଧ୍ଵ ଦିନ ହେଲା […]Read More

ଅବକାରୀ ବିଭାଗରକୁ ବଡ ସଫଳତା ।

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ରାତିରେ ପାଣ୍ଡ୍ରିପାଣି ପଦ୍ମଗିରି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ପାଇ ପଦ୍ମଗିରିର ସର୍ଗିଗୁଡା ଗ୍ରାମ ନିକଟରେ ଏକ ପିକୋପ ଭେନ(ଓଡି ୧୦ ଏନ ୦୮୦୧ ) ଦ୍ଵାରା ୭ କୁଏଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଚରା ଚାଲାଣ କରୁଥିବା ସମୟରେ ଧରାପଡିଛନ୍ତି । ଏହି ଘଟଣାରେ ୩ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଖସି ଯାଇଥିବା ଅବକାରୀ ବିଭାଗ ପକ୍ଷରୁ […]Read More

ସିଲ ହେଲା ଜିମ।

କଟକ: କୋଭିଡ ନିୟମ କୁ ବେଖାତିର କରିବାରୁ କଟକ ଜଗତପୁର ବ୍ୟରେଜ ରୋଡ଼ ସ୍ଥିତ ମହାବୀର ଜିମ କୁ ସିଲ କଲା ଜଗତପୁର ପୋଲିସ। ଜିମ ମଧ୍ୟରେ ଅଧିକ ଲୋକ ଏକାଠି ଥିବା ଲକ୍ଷ କରି ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  Read More

ଘରେ ସୁନ୍ଦର ହେବାର ଚାରୋଟି ଉପାୟ |

ରୀଷ୍ମ ସମୟରେ ବିଭିନ୍ନ ଚର୍ମ ସମସ୍ୟା ଦେଖାଯାଏ | ତେଣୁ, ଆପଣ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଯତ୍ନ ନେବା ଉଚିତ୍ | କିନ୍ତୁ ବର୍ତ୍ତମାନ ପାର୍ଲରକୁ ଯାଇ ଚର୍ମର ଯତ୍ନ ନେବା ସମ୍ଭବ ନୁହେଁ, ଯେତେବେଳେ ଆପଣ ଲକ୍ଷ୍ମଣରେ ଶବ ବ୍ୟବଚ୍ଛେଦ ହେତୁ ଘରେ ଥାଆନ୍ତି | ଏହି ପରିସ୍ଥିତିରେ ଘରେ ଚର୍ମ, କେଶ ଏବଂ ଦାନ୍ତର ଯତ୍ନ ନିଆଯାଇପାରେ | ତୁମେ ଅନ୍ୟ ଲୋକଙ୍କ ପ୍ରତି ସାହାଯ୍ୟ କରୁଥିବା ସାହାଯ୍ୟରେ ତୁମକୁ ଅଧିକ ଭେଦଭାବ କରିବାକୁ […]Read More

ଜୟ ଜୟ ମା ଦୁର୍ଗା |

ଗାୟକ: କୁମାର ଦିଲୀପ |ଗୀତ: ବିଦ୍ୟାଧର ବାରିକ୍ |ନିର୍ଦ୍ଦେଶକ ସଙ୍ଗୀତ ନିର୍ଦ୍ଦେଶକ: ସ um ମ୍ୟ ରଂଜନ ବେହେରା |ବ୍ୟବସ୍ଥା: ଆଶିଷ ରଥ |ଇଡି ଭିଡିଓ ଏଡିଟିଂ: LTM ସୃଷ୍ଟି |ଷ୍ଟୁଡିଓ ସଂସ୍କରଣ: ମ୍ୟୁସିକା ଷ୍ଟୁଡୁଡେଓ |କପିରାଇଟ୍: ଓଡିଶା ବଜ୍ |  Read More

News in English