ଚିଲିକା: ଆଜି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ଆରମ୍ଭ ହୋଇଛି । ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ। କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା […]Read More
Tags : died
ବାଣପୁର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲକଡ଼ାଉନ କଟକଣା ଆରମ୍ଭ ହେଉଛି। ଏହି ସମୟରେ ରାସନ ଏବଂ ପରିବା ଦୋକାନ ସକାଳ ୬ ଟା ରୁ ୧୨ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରିକି ଗତକାଲି ସ୍ୱତନ୍ତ ରିଲିଫ କମିଶନର ଜନସାଧାରଣଙ୍କୁ ଲକ ଡ଼ାଉନ ସମୟରେ ଭୟଭୀତ ନହେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି।ତେବେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷ ପ୍ରଚୁର ପରିମାଣରେ ମହଜୁଦ ଥିବା ସରକାର କହୁଥୁବା ବେଳେ ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ […]Read More
ନୂଆଦିଲ୍ଲୀ: ଆଉ ଖେଳା ଯିବ ନାହିଁ ଆଇପିଏଲ-୧୪ ସଂସ୍କରଣର ବାକି ଥିବା ମ୍ୟାଚଗୁଡିକ। ଏକାଧିକ ଖେଳାଳି କରୋନା ଚିହ୍ନଟ ହେବା ପରେ ବିସିସିଆଇ ଅବଶିଷ୍ଟ ସମସ୍ତ ମ୍ୟାଚ କୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି। ଗତକାଲି କୋଲକୋତା ନାଇଟ ରାଇଡ଼ର୍ସ ଏବଂ ରୟାଲ ଚ୍ୟାଲେଞ୍ଜର ବେଙ୍ଗୁଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ମଧ୍ୟ ବାତିଲ କରି ଦିଆଯାଇଥିଲା। କେକେଆରର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା […]Read More
କଟକ: ଆଜି ସକାଳ ୬ ଟା ସମୟରେ ମଙ୍ଗୁଳି ଛକ ନିକଟରେ ଏକ ପିକ ଅପ ଗାଡି ମଧ୍ୟରେ ତିନି ଗୋଟି ବସ୍ତା ମଧ୍ୟରେ ୬୦ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଗିରଫ। ଏହି ଗଞ୍ଜାଇ କନ୍ଧମାଳ ରୁ ବାଲେଶ୍ୱର କୁ ଚାଲାଣ ହେଉଥିଲା।Read More
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ସମ୍ମୁଖରେ ଆଜି ସକାଳେ ଶହ ଶହ ନାଗରିକମାନେ ଧାରଣାରେ ବସିଥିବାର ଦେଖାଯାଇଥିଲା । ଗତକାଲି ଉକ୍ତ ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ଟୀକାକରଣ କେନ୍ଦ୍ର ଘୋଷଣା କରାଯାଇଥିଲା । ତେବେ ଗତକାଲୀ ଟୀକାକାରଣ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ସୁରୁଖୁରୁରେ ଚାଲିଥିବାବେଳେ ଆଜି ପୁଣି ଦେଖାଯାଇଛି ବିଶୃଙ୍ଖଳା । ରାତି ୨ ରୁ ଶହ ଶହ ନାଗରିକ ମାନେ ଟୀକା ନେବା ପାଇଁ ଉକ୍ତ କେନ୍ଦ୍ର ସମ୍ମୁଖରେ […]Read More
କଟକ: ଇଛାଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ। ଇଛାଶକ୍ତି ସହିତ ପରିବାରର ସହଯୋଗ ମିଳିଲେ ଲକ୍ଷ ସ୍ଥଳରେ ପହଁଚିବା ଆହୁରି ସହଜ ହୋଇଥାଏ। ଯାହା ଆଜି ପ୍ରତିପାଦିତ ହୋଇଛି କଟକର ଇପ୍ସିତା ପ୍ରିୟଦର୍ଶନୀଙ୍କ କ୍ଷେତ୍ରରେ। ନିଜର ଇଛାଶକ୍ତି ଓ ପାରିବାରିକ ସହଯୋଗରେ ଜାତୀୟ ସ୍ତରରେ ଫେମିନା ମିସେସ ଇଣ୍ଡିଆର ଟପ ୧୦ ରେ ପହଂଚିପାରିଛନ୍ତି। କେବଳ ଟପ ୧୦ ରେ ନୁହଁ ଫେମିନା ମିସେସର ଟାଇଟେଲ ହାତେଇବାକୁ କରୁଛନ୍ତି ସମସ୍ତ ପ୍ରସ୍ତୁତି। କଟକ ମଙ୍ଗଳାବାଗର ଇପ୍ସିତା ପ୍ରିୟଦର୍ଶନୀ। […]Read More
ପାରାଦୀପରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଆୟୋଜିତ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ ।Read More
କଟକ: ଜିଲ୍ଲାରେ ଆସନ୍ତାକାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ନିମନ୍ତେ ସମସ୍ତ ପ୍ରସ୍ତୁତିସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଆସନ୍ତା ସପ୍ତାହ ମଧ୍ୟରେ ୧୯୧୮୧ ଜଣଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ସଫଳତାର ସହ ଟୀକାକରଣ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ବିଶେଷ କରି ୪ଟି କେନ୍ଦ୍ରରେ ଶତ ପ୍ରତିଶତ ଟୀକାକରଣ ହୋଇଥିବା ପାଇଁ […]Read More
କଟକ ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ତଥା ଗ୍ରାମର ଶ୍ରୀଶ୍ରୀ କାର୍ତ୍ତିକେଶ୍ୱର ପୂଜା, ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଆଜିର ପଞ୍ଚକର ପ୍ରଥମଦିନରେ ଗ୍ରାମ ପୂଜକ ପଣ୍ଡିତ ଦୟାନିଧି ଶତପଥିଙ୍କ ଦ୍ଵାରା ସମସ୍ତ ରୀତିନୀତି ଦ୍ୱାରା ପୂଜା ହେବା ସହିତ କରୋନା କଟକଣାକୁ ପାଳନ କରାଯାଇଥିଲା ।ଏହି ପୂଜାରେ ଶ୍ରୀ କାବୁଲି ମୁଳିଆ କର୍ତା ହେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ଅଧିକାରୀ ଶ୍ରୀ ବାବୁ ପ୍ରଧାନ ଓ କ୍ଷୀରୋଦ ମହାରଣାଙ୍କ ସହିତ ସଭାପତି ଶ୍ରୀ ପ୍ରଦୀପ […]Read More
କଟକ : କଟକ ସହରର ବାଦାମବାଡିର ଅଞ୍ଚଳରେ ଥିବା ପୁରୀ ବସ ଷ୍ଟାଣ୍ଡରେ ଗୁରୁବାର ଅଗ୍ନିକାଣ୍ଡରେ ଏକ ବସ ଜଳିଯାଇଛି। ଉକ୍ତ ବସଟି ପାର୍କିଙ୍ଗରେ ଥିବା ସମୟରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ଏକ ବସକୁ ବ୍ୟାପି ଥିଲା। ମାତ୍ର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବାରୁ ନିଆଁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଧରଣ ବିପଦ ଟଳି ଯାଇଥିଲା। ବସରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। […]Read More