Tags : died

ଖୁସବୁ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଦିଶା ପଟାନୀ।

ମୁମ୍ବାଇ:ଭଉଣୀ ଖୁସବୁ ପଟାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଦିଶା ପଟାନୀ ।‌ ଖୁସବୁ ଓ ଦିଶା ପଟାନୀ ବର୍ତ୍ତମାନ ମାଲଦ୍ବୀପ ବୁଲିବା ପାଇଁ ଯାଇଛନ୍ତି ।‌ ଅଭିନେତ୍ରୀ ଦିଶା ପଟାନୀ ତାଙ୍କ ବଡ଼ ଭଉଣୀ ଖୁସବୁ ପଟାନୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ଫୋଟ ସେ ଇନଷ୍ଟାଗ୍ରାମ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ୍ ଲେଖିଛନ୍ତି ଯେ ତାଙ୍କ ବଡ ଭଉଣୀ ହେଉଛନ୍ତି ତାଙ୍କ ପ୍ରେରଣାଦାୟୀ । ଦିଶା ପଟାନୀଙ୍କ ଭଉଣୀ ଖୁସବୁ ପଟାନୀ […]Read More

ପରଲୋକ ରେ ମାରାଡୋନା।

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଆର୍ଜେଣ୍ଟିନାର ଡିଏଗୋ ମାରାଡୋନାଙ୍କ ପରଲୋକ । ହୃଦଘାତରେ ୬୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମାରାଡୋନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  Read More

ଆଖି ବୁଜିଲେ ସୁଶୀଳା ଦେବୀ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ପତ୍ନୀ ଶ୍ରୀମତୀ ସୁଶୀଳା ଦେବୀଙ୍କର ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଗତ ନଭେମ୍ବର ୧ ରୁ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ଥିଲେ । ତେବେ ପୂର୍ବରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ କରୋନା ତାଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଥିଲା । ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଗତକାଲି ରାତିରେ ଆଖି […]Read More

ଟ୍ରାଫିକ ପୋଷ୍ଟ ସରସସୁନ୍ଦର କଲା ସିଲଭରସିଟି ଗ୍ରୁପ।

କଟକ: ଟିମ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗତକାଲି କଟକ ଚଣ୍ଡୀ ମନ୍ଦିର ନିକଟସ୍ଥ ଗୋଲେଇ ପୋଷ୍ଟ ଟିକୁ ସଫା କରାଯାଇଅଛି. ଉଲ୍ଲେଖଯୋଗ୍ୟ କି ଏହି ଟ୍ରାଫିକ ପୋଷ୍ଟ ଟିକୁ ଟିମ ଏସ ଏସ ସି ତରଫରୁ ଆଗରୁ ନବୀକରଣ କରାଯିବା ସହ ନିୟମିତ ବ୍ୟବଧାନ ରେ ବହୁ ବାର ସଫା ମଧ୍ୟ କୋଭିଡ ୧୯ ର ସତର୍କତା କୁ ପାଳନ ପୁର୍ବକ ରେ ପୋଷ୍ଟ ଟି ରେ ଉଠିଥିବା ଅନାବନା ଗଛ […]Read More

ପୁଣି କ୍ରିକେଟ ଖେଳିବେ ଶ୍ରୀଶାନ୍ତ।

ଭୁବନେଶ୍ୱର: ଅପେକ୍ଷାର ଅନ୍ତ। କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍‌ ଅବଧି ବି ଶେଷ। ୭ ବର୍ଷ ପରେ ପୁଣି କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଏସ୍‌. ଶ୍ରୀଶାନ୍ତ। କେରଳର ଏହି ଦ୍ରୁତ ବୋଲର ୨୦୧୩ ଆଇପିଏଲ୍‌ରେ ମ୍ୟାଚ୍‌ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶ୍ରୀଶାନ୍ତଙ୍କ ସମେତ ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ବାନଙ୍କ ମଧ୍ୟ ଦୋଷୀ ବୋଲି ଜଣାପଡ଼ିଥିଲା। ଏନେଇ ବିସିସିଆଇ ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧ ଲଗାଇବା ସହ ସେମାନଙ୍କୁ ଜେଲ୍‌ ମଧ୍ୟ ହୋଇଥିଲା। […]Read More

ଗୀତ ଗାଇଲେ ବିଧାୟକ ସୁର ରାଉତରାୟ ।

କଟକ: ପ୍ରଥମ ଥର ପାଇଁ ଗୀତ ଗାଇଲେ ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟ , ତାହା ପୁଣି ରାପ । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନା ରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି । ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟ ଏ ଗୀତର କିଛି ରାପ […]Read More

ଐତିହାସିକ ଶୈବପୀଠ ବାବା ଧବଳେଶ୍ବର ମନ୍ଦିରର ଉନ୍ନତିକରଣ ପାଇଁ ଦାବିପତ୍ର ପ୍ରଦାନ।

କଟକ: ଐତିହାସିକ ଶୈବପୀଠ ବାବା ଧବଳେଶ୍ବର ମନ୍ଦିରର ଉନ୍ନତିକରଣ ଓ ପ୍ରବେଶ ଦ୍ୱାରରେ ତୋରଣ ନିର୍ମାଣ ପାଇଁ, ପବ୍ଲିକ ରାଇଟ୍ସ ଆସୋସିଏସନ ଓଡିଶା ତରଫରୁ କଟକ ନଗରର ସଭାପତି ସଞ୍ଜିତ ସାମଲ ଏବଂ ଜିଲ୍ଲା ସଭାପତି ପ୍ରିୟବ୍ରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ରାଜ୍ୟ ଏବଂ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ଦ୍ବାରା କଟକ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା ଏବଂ ପୀଠର ବିକାଶ ନିମନ୍ତେ ଆଲୋଚନା କରାଗଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ, […]Read More

ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ସରିବା ପରେ  ଫୋନ୍ ଯୋଗେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସ୍ବାଭିମାନ ଅଞ୍ଚଳର ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଫୋର-ଜି ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।କାର୍ଯ୍ୟକ୍ରମ ଆରମ୍ଭରେ ଭି. କେ ପାଣ୍ଡିଆନଙ୍କ ସମସ୍ତଙ୍କୁ ସମ୍ବର୍ଦ୍ଧନା ପରେ ଏକ ପୂର୍ବ […]Read More

କଟକରେ ମା କାଳୀଙ୍କ ଭାଷାଣି।

କଟକରେ ମା କାଳୀଙ୍କ ଭଷାଣୀ ପର୍ବ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ମାତ୍ର କେଇ ଘଣ୍ଟା ମଣ୍ଡପରେ ରହିବା ପରେ ଶ୍ରଦ୍ଧାଳୁଙ୍କ ଠୁ ବିଦାୟ ନେଇଛନ୍ତି ମା କାଳୀ। ସହରରେ ୭୦ ରୁ ଉର୍ଦ୍ଧ୍ୱ ମଣ୍ଡପରେ ମା କାଳୀଙ୍କ ମୃଣ୍ମୟୀମୂର୍ତ୍ତି ପୁଜା ପାଇଥିବାବେଳେ ଆଜି ଥିଲା ଭଷାଣୀ। ପୁର୍ବରୁ କମିସନରେଟ୍ ପୋଲିସ୍ ସହ ବିଭିନ୍ନ ପୁଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତାମାନଙ୍କର ବୈଠକ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ କାଳୀପୁଜା ପରଦିନ ଅର୍ଥାତ ଆଜି ଭଷାଣୀ […]Read More

ସାଇନ୍ ଆଣ୍ଡ୍ ସନ୍ଧ୍ୟା ଫାଉଣ୍ଡେସନ ର ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ।

କଟକ: ଅସହାୟ ଲୋକମାନଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ଏକ ପ୍ରୟାସ ଆରମ୍ଭ କରିଛି ସାମାଜିକ ଅନୁଷ୍ଠାନ ସାଇନ୍ ଆଣ୍ଡ୍ ସନ୍ଧ୍ୟା ଫାଉଣ୍ଡେସନ। କଟକ ଖାନନଗର କାଳୀମନ୍ଦିର ନିକଟରୁ ଆମ୍ବୁଲାନ୍ସ ର ଶୁଭାରମ୍ଭ ହୋଇଛି। କଟକ ସହର କିମ୍ବା ଜିଲ୍ଲାରେ ରହୁଥିବା ଅସହାୟ ଓ ନିରାଶ୍ରୟ ମାନଙ୍କୁ ସୁବିଧାରେ ଚିକିତ୍ସା ପ୍ରଦାନ ପାଇଁ ଏହି ଆମ୍ବୁଲାନ୍ସ ସେବା କାର୍ଯ୍ୟ କରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ତେବେ ବିନା ମୂଲ୍ୟରେ ଏହି ସେବା ଉପଲବ୍ଧ ଥିବା […]Read More

News in English