ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମିତ ଦେଇଛନ୍ତି ଉଦ୍ଧବ ସରକରା। ତେବେ ଧାର୍ମିକ ସ୍ଥଳ ଖୋଲିବା ପରେ ଏହା ଭିତରେ କିମ୍ବା ବାହାରେ ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ […]Read More
Tags : died
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗର୍ଦ୍ ଗ୍ରାମର ନିରୀହ ଆଦିବାସୀ ମହିଳାଙ୍କ ଠାରୁ କାଳିଆ ଯୋଜନା ରେ ଟଙ୍କା ଯୋଗାଇ ଦେବା ବାହାନା କରି ଲୁଟ ମାମଲାରେ ସାନଡୁୁମ୍ବୁଳା ଗ୍ରାମର କୃଷ୍ଣ ସେଠୀ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ବୁଧବାର ଦିନ ଜେଲ ହାଜତକୁ ପଠାଇ ଦିଆଯାଇଛି । ଖବରପ୍ରକାରେ , ଅଭିଯୁକ୍ତ କୃଷ୍ଣ ରବିବାର ଦିନ ଗ୍ରାମକୁ ଯାଇ ନିରୀହ ମହିଳା ମାନଙ୍କୁ କାଳିଆ ଯୋଜନା ରେ ନାମ ଲେଖାଇ ଦେବା […]Read More
କଟକରେ ସ୍କୁବା ସନ୍ତରଣ ପ୍ରଶିକ୍ଷଣ ନେଉଛନ୍ତି ଉତ୍ତର ପ୍ରଦେଶ ଏସଡ଼ିଆରଏଫ ଯବାନ ମାନେ । ବର୍ତ୍ତମାନ ଏସ ଡି ଆର ଏଫ ଦ୍ଵିତୀୟ ବ୍ୟାଚର ୩୨ ଜଣ ଯବାନ ସାମିଲ ଅଛନ୍ତି। ପାଣି ଭିତରେ ଆପଦା ସମୟରେ କିଭଳି ଭାବରେ ଅତି ସହଜରେ ଜୀବନ ଉଦ୍ଧାର କରାଯାଇପାରିବ ତାହାର ପ୍ରଶିକ୍ଷଣ ଦେଉଛନ୍ତି ଅନ୍ତର୍ରାଷ୍ଟ୍ରୀୟ ସମୁଦ୍ର ବୁଡାଳି ସବୀର ବକ୍ସ।ସମୁଦ୍ରର ଗଭୀର ଜଳ ରାଶି ଭିତରେ ସନ୍ତରଣ କରି ବିଭିନ୍ନ ସମୟରେ କୀର୍ତ୍ତିମାନ ସ୍ଥାପନ କରିଥିବା ସହ ଲିମକା […]Read More
କଟକ: କେନ୍ଦ୍ରାପଡା ଲୋକସଭା ସାଂସଦ ତଥା ଫିଲ୍ମ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ଆଇନଗତ ଲଢେଇ ଜୋରଦାର ହୋଇଛି । ମାମଲା ଦିଲ୍ଲୀରେ ଚାଲିଥିବା ବେଳେ ଅନୁଭବ କୋର୍ଟରେ ହାଜରେ ହେବା ପାଇଁ ସମୟ ନେଇଛନ୍ତି । ସେ ନଭେମ୍ବର ୧୮ ରେ କୋର୍ଟରେ ହାଜର ହେବେ । ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ସେଦିନ ହେବ ଆଲୋଚନା । ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ର ଏଥିପାଇଁ ସମ୍ମତି ପ୍ରକାଶ କରିଛନ୍ତି […]Read More
ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ସଂଖ୍ୟାଲଘୁ ସମୁଦାୟଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସେମାନଙ୍କ ଜୀବନ ନେବାକୁ ବି ପଛାଉନାହାନ୍ତି। ଗୁଜରାନଓ୍ବାଲାରେ ଖ୍ରୀଷ୍ଟିଆନ୍ ସମୁଦାୟର ମା ଓ ପୁଅଙ୍କୁ ଭିଡ଼ର ଆକ୍ରୋଶ (ମବ୍ ଲିଞ୍ଚିଂ)ର ଶିକାର ହେବାକୁ ପଡ଼ିଛି। ଏହି ଇସ୍ଲାମ ଭିଡ଼ ଭିତରେ ମା-ପୁଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। Read More
ଭୁବନେଶ୍ୱର: ଏଥର ରାଜ୍ୟର ୫ଟି ସ୍ଥାନ କୋଣାର୍କ,ହୀରାକୁଦ, ଭିତରକନିକା, ଦାରିଙ୍ଗବାଡ଼ି ଓ ସାତକୋଶିଆରେ ହେବ ଇକୋ ରିଟ୍ରିଟ୍।ପରିବେଶ ପର୍ଯ୍ୟଟନ ପାଇଁ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗାମୀ ୩ ମାସ ଧରି ଚାଲିବ ଇକୋ ରିଟ୍ରିଟ୍।ବର୍ଷକ ତଳେ କେବଳ କୋଣାର୍କରେ ଇକୋ ରିଟ୍ରିଟ ସୁବିଧା ଆରମ୍ଭ ହୋଇଥିଲା। ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ। କୋଭିଡ୍ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଆଶ୍ବସ୍ତିର ବାର୍ତ୍ତା ଦେଲେ ନବୀନ।ପର୍ଯ୍ୟଟନ ସ୍ଥଳୀରେ ସେବା […]Read More
କଟକ ମାଲଗୋଦାମ ରୁ ନକଲି ଗ୍ରୋସରୀ ସାମଗ୍ରୀକୁ ଜବତ କରିଛି ମାଲଗୋଦାମ ଥାନା ପୋଲିସ୍। ଏହି ଗୋଦାମରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ବହୁ ପୁର୍ବରୁ ଅଭିଯୋଗ ହୋଇ ଆସୁଥିଲା। ତେବେ ବିଶେଷ ସୁତ୍ରରୁ ଖବର ପାଇ ଏ ସି ପି ଅମରେନ୍ଦ୍ର ପଣ୍ଡା ଏବଂ ଆଇ ଆଇ ସି ରବି ନାରାୟଣ ଭଞ୍ଜ ତାଙ୍କ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଅତର୍କିତ ଭାବେ ଗୋଦାମ ଉପରେ ରେଡ୍ କରିଥିଲେ। ରେଡ୍ ସମୟରେ ବିପୁଳ ପରିମାଣରେ […]Read More
କଟକ:ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ୍। ଅଦ୍ୟାବଧି ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା ଜଣାଇଲା।ତଦନ୍ତ ଅଧିକାରୀଙ୍କୁ କୋଭିଡ଼ ଯୋଗୁଁ ଅପ୍ ଟୁ ଡେଟ୍ ଷ୍ଟାଟସ ରିପୋର୍ଟ ପାଇଁ ସମୟ ମାଗିଲା କ୍ରାଇମବ୍ରାଞ୍ଚ,ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି। Read More
ଗଞ୍ଜାମ ପୋଲିସ ଦ୍ୱାରା ସାଢ଼େ ୬ କେଜି ସୁନା ଜବତ କରିବା ସହ ୧୦ ଲୁଟେରା ଓ ୫ ଖରିତଦାର ଙ୍କୁ ମଧ୍ୟ ଗିରଫ କରିଛି ଗଞ୍ଜାମ ପୋଲିସ। ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ କରିଛି ପୋଲିସ।ସୂଚନାନୁସାରେ ଗତ ଅକ୍ଟୋବର ୧୨ ତାରିଖରେ ପୁରୁଷୋତ୍ତମପୁର ଚାଙ୍ଗୁଡିପଦର ସାହିର ସୁନା ବ୍ୟବସାୟୀ ସୁରେନ୍ଦ୍ରନାଥ ନାୟକଙ୍କ ଘରୁ ଅଢେଇ କୋଟି ଟଙ୍କାର ସୁନା ଅଳଙ୍କାର ଦେଢ଼ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଥିଲେ ଲୁଟେରା […]Read More
ଭୁବନେଶ୍ୱର: ଏବେ ମୋବାଇଲରେ ହେବ ଜଳସେଚନ ସମାଧାନ। ଆଉ ଜଳସେଚନ ସମସ୍ୟା ପାଇଁ ଚାଷୀଙ୍କୁ ଯିବାକୁ ପଡିବନି ଅଫିସ। ଜଳ ସଂପଦ ବିଭାଗର ୪ଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଲୋକାର୍ପିତ ହୋଇଥିବା ଅନଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ସେଚ ସମାଧାନ ଏକ ଦ୍ୱିଭାଷୀୟ ମୋବାଇଲ୍ ଆପ୍। ଏହି ପଦ୍ଧତିରେ ଚାଷୀ ଜଳସଂପଦ ବିଭାଗ ଅଫିସକୁ ନ ଯାଇ ନିଜର ଅଭିଯୋଗ ଫଟୋ ବା ଭିଡ଼ିଓ ମୋବାଇଲ ଆପ୍ ଜରିଆରେ ପଠାଇ ପାରିବେ। Read More