Tags : travel

ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ରଶ୍ମି ରେଖା ଙ୍କ ମୃତ୍ୟୁ ମାମଲା।

ଓଡ଼ିଶା ବଜ୍ଜ ବ୍ୟୁରୋ : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ମୃତ୍ୟୁ ମାମଲା । ଖାସ୍ କରି ପୁରୁଷ ବନ୍ଧୁ ସନ୍ତୋଷକୁ ନେଇ ବଢୁଛି ସନ୍ଦେହ । ଅଭିନେତ୍ରୀଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ସନ୍ତୋଷ ଚୁପ୍ ରହିବା ନେଇ ବଢୁଛି ସସପେନ୍ସ । ତ୍ରିକୋଣୀୟ ପ୍ରେମ ସମ୍ପର୍କ କୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରଶ୍ମିରେଖାଙ୍କୁ ହତ୍ୟା କରାଯାଇଥିବା ନେଇ […]Read More

ପ୍ରଭୁ ଗୋରେଖନାଥଙ୍କ ହୁଣ୍ଡି ତାଲା ଖୋଲି ଲକ୍ଷାଧିକ ଟଙ୍କା ଚୋରି।

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ହୁଣ୍ଡି ତାଲା ଖୋଲି ଲକ୍ଷାଧିକ ଟଙ୍କା ଚୋରି। ଗତ କାଲି ବିଳମ୍ବିତ ରାତିରେ ତାଲା ଖୋଲି ଲୁଟିନେଇଥିବା ଅଭିଯୋଗ।ଗୋରେଖନାଥଙ୍କ ସମ୍ମୁଖରେ ରେ ଥିବା ଦାନବାକ୍ସ ବା ହୁଣ୍ଡି ଖୋଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଲୁଟିନେଇଥିବା ର ଜଣା ଯାଇଛି। ହୁଣ୍ଡିରେ ପ୍ରାୟ 15 ଲକ୍ଷରୁ ଉର୍ଦ୍ଧ ଟଙ୍କା ଥିବାର ଅନୁମାନ କରାଯାଇଛି।ଗୋରେଖନାଥଙ୍କ ପୀଠରେ ପୋଲିସ ଆଉଟପୋଷ୍ଟରେ କର୍ମଚାରୀ, ପୀଠର ରାତି ଜଗୁଆଳି ସହ ସିସିଟିଭି କ୍ୟାମେରା ଥିବା […]Read More

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଦୁଇପଦ

( ଓଡ଼ିଶା ବଜ୍ଜ ବ୍ୟୁରୋ) ଜାତୀୟ ଓ ରାଜ୍ୟ ରାଜନୀତିର ପରିଚିତ ଆଦିବାସୀ ଚେହେରା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଛି। ୧୯୫୮ ମସିହା ଜୁନ୍‌ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍‌ ଉପରବେଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ। ଆଦିବାସୀ ସାନ୍ତାଳୀ ପରିବାରରେ […]Read More

ପ୍ରଥମ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ହେଲେ ଏନ ଡି ଏ ର

(ଓଡ଼ିଶା ବଜ ବ୍ୟୁରୋ)ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଲାଗିଛି ମୋହର । ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । […]Read More

କେନ୍ଦ୍ରମନ୍ତ୍ରୀଙ୍କ ସହାୟତା କାରଣରୁ ସୁସ୍ଥ ହେଲେ ଦିନ ମଜୁରିଆ।

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିବ ବଳବନ୍ତ। ଏମିତି ଘଟିଛି ଜଗତସିଂହପୁର ଜିଲ୍ଲାର ଜାମୁଗାଁ ପଞ୍ଚାୟତର ରଘୁନାଥପୁର ନିବାସୀ ଅଜୟ ବେହେରାଙ୍କ ଜୀବନରେ। ଅଜୟ ପେଶାରେ ଜଣେ ରାଜମିସ୍ତ୍ରୀ, ପରିବାର କହିଲେ ସ୍ତ୍ରୀ ଏବଂ ୧୨ବର୍ଷର ଏକମାତ୍ର ଝିଅ। ଦୈନିକ ମଜୁରୀ ପାଇ ବେସ୍ ଖୁସିରେ ଚାଲିଥିଲା ୩ପ୍ରାଣୀର ସୁଖୀ ସଂସାର। ବିଗତ ୪ମାସ ତଳେ ଯେମିତି ଏହି ସୁଖୀ ସଂସାର ଉପରେ କାହାର ନଜର ଲାଗିଗଲା, ଦୁଃଖର କଳା ବାଦଲ ଛାଇଗଲା ପୁରା […]Read More

ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନରେ ଭାରତ

ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ ପକ୍ଷରୁ ଗୁରୁବାର ବାର୍ଷିକ ସଂଶୋଧନ ମାନ୍ୟତା ତାଲିକା ପ୍ରକାଶ ପାଇଛି। ଏଥିରେ ସର୍ବାଧିକ ୧୨୧ ପଏଣ୍ଟ ସହ ବିରାଟ କୋହଲି ନେତୃତ୍ୱାଧୀନ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସିର ନୂଆ ବାର୍ଷିକ ସଂଶୋଧନ ମାନ୍ୟତା ନିୟମ ଅନୁସାରେ, ୨୦୨୦ ମେ’ ପରଠାରୁ ଏକ ଦଳ ଖେଳିଥିବା ମ୍ୟାଚ୍‍ର ପ୍ରଦର୍ଶନକୁ ୧୦୦ ପ୍ରତିଶତ ଗଣନା କରାଯିବ। ତେବେ ୨୦୧୮ ମେ’ରୁ ୨ ବର୍ଷ ଲାଗି ଏକ ଦଳର ପ୍ରଦର୍ଶନର ୫୦ ପ୍ରତିଶତ […]Read More

କାଲି ପାଳନ ହେବ ଇଦ୍

କଟକ: ଆସନ୍ତା ୧୪ ତାରିଖରେ ପାଳନ କରାଯିବ ଇଦ୍ ଉଲ୍ ଫିତର ପର୍ବ। ଶୁକ୍ରବାର ଦିନ ସମଗ୍ର ଓଡ଼ିଶାରେ ପାଳନ ହେବ ଇସଲାମ ଧର୍ମାବଲମ୍ବୀଙ୍କ ଇଦ୍ ପର୍ବ। ଅଞ୍ଜୁମାନ ଇସଲାମିଆ ସୁନ୍ନତ ଅଲ ଜମାତର ଚାନ୍ଦ କମିଟି ପକ୍ଷରୁ ଘୋଷଣା। ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ ଆସନ୍ତା ଶୁକ୍ରବାର ଦିନ ପାଳନ କରାଯିବ ଇଦ୍ ପର୍ବ। କୋରୋନା କଟକଣା ଓ ସରକାରଙ୍କ ସମସ୍ତ ଗାଇଡଲାଇନ ପାଳନ କରାଯାଇ ଏହି ପର୍ବ ପାଳନ କରାଯିବ। […]Read More

ଚାକରି ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଲୁଟ ,ଜଣେ ଗିରଫ।

କଟକ: ଚାକରି ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଲୁଟ । ନିଜକୁ ରେଳବାଇ କର୍ମଚାରୀ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଚଉଳିଆଗଞ୍ଜ ଥାନା ରେ ଏତେଲା ହେଲା ପରେ ଏହି ନକଲି ରେଳବାଇ କର୍ମଚାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଘଟଣା ଅନୁସାରେ , ୧ ତାରିଖ ଦିନ ଥାନାରେ ହୋଇଥିବା ଏତେଲା ଅନୁସାରେ , ବଳରାମ ବେହେରା ନାମକ ବ୍ୟକ୍ତି ନିଜକୁ ରେଳବାଇ କର୍ମଚାରୀ କହି ସୌମେନ୍ଦ୍ର […]Read More

ଚଳଚ୍ଚିତ୍ର ‘ଡେଞ୍ଜରିୟସ’ ଟ୍ରେଲର ରିଲିଜ ହେବ ।

ମୁମ୍ବାଇ : ଆଜି ଦେଶର ପ୍ରଥମ ସମଲିଙ୍ଗୀ ସମ୍ପର୍କକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ର ‘ଡେଞ୍ଜରିୟସ’ ଟ୍ରେଲର ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାମଗୋପାଳ ବର୍ମା । ଓଡ଼ିଆ ଝିଅ ଅପସରା ରାଣୀଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲରକୁ ଦେଖିବା ପାଇଁ ଫ୍ୟାନମାନଙ୍କ ଭିତରେ ଉତ୍ସୁକତା ଦେଖାଦେଇଛି ।  ଅପସରା ରାଣୀ ନିଜ ଇନଷ୍ଟାଗ୍ରାମ୍ ପେଜରେ ପୋଷ୍ଟ କରି କହିଛନ୍ତି ଯେ, ଆସନ୍ତାକାଲି ଅପରାହ୍ନ ୫ଟାରେ ଫିଲ୍ମର ଟ୍ରେଲର୍ ରିଲିଡ୍ ହେବ । ଏହା […]Read More

ବଦଳିଲେ ବି ଏମ ସି କମିଶନର।

ଭୁବନେଶ୍ୱର: ବଦଳିଲେ ବିଏମ୍‌ସି କମିଶନର। ନୂଆ ବିଏମସି କମିଶନର ହେଲେ ସଞ୍ଜୟ ସିଂ। ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂଙ୍କୁ ସରକାର ଟ୍ରାମିନେଟ କଲେ ତାଙ୍କ ପଦବୀରୁ। ସଞ୍ଜୟ ସିଂ ବିଏମସି କମିଶନର ହେବା ପରେ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।Read More

News in English