Tags : travel

କରୋନାରେ କରୋନା ଯୋଦ୍ଧା ତଥା ଅଙ୍ଗନବାଡୀ କର୍ମୀ ଙ୍କ ମୃତ୍ୟୁ।

ବେଲଗୁଣ୍ଠା:ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ କରୋନାରେ ଆକ୍ରାନ୍ତ ଜଣେ ଅଙ୍ଗନବାଡୀ କର୍ମୀ ଙ୍କ ମୃତ୍ୟୁ ଘଟିଛି ।କର୍ମୀ ଜଣଙ୍କ ହେଲେ ବେଲ୍ଲଗୁଣ୍ଠା ବ୍ଲକ ବଡବୋର୍ସିଣ୍ଗ ପଞ୍ଚାୟତ ଡିମିରିପଲ୍ଳୀରେ କାର୍ଯ୍ୟରତ ଅଙ୍ଗନବାଡୀ କର୍ମୀ ପ୍ରିୟଙ୍କା ପ୍ରଧାନ । ପ୍ରିୟଙ୍କା ବେଲ୍ଲଗୁଣ୍ଠା ନିକଟ ବାଣତୂମ୍ବରେ ବିବାହ କରିଥିଲେ । ସ୍ଵାମୀଙ୍କ ସହ ମତାନ୍ତର ପରେ ନିଜ ଦୁଇ ଝିଅକୁ ଧରି ସେ ଅଲଗା ରହୁଥିଲେ । ମା କୁ ହରାଇ ଦୁଇ ଛୋଟ ଝିଅ ବେ ସାହାରା ହେଇଜାଇଛନ୍ତି । ତାଙ୍କ […]Read More

ପ୍ଲାଜମା ଦାତାଙ୍କୁ ଉତ୍ସାହିତ କଲେ ସାଂସଦ ଓ ଜୀବନ ବିନ୍ଦୁ ସଂଯୋଜକ।

କଟକ: ବର୍ତ୍ତମାନ ର କରୋନା ମହାମାରୀ ପାଇଁ ବରଦାନ ସାଜିଛି ପ୍ଲାଜମା ଥିରୋପୀ। ଆଉ ବହୁ ସ ହୃଦୟ ବ୍ୟକ୍ତି ମାନେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି କଟକ ଏସସିବି ବ୍ଳଡ଼ ବ୍ୟାଙ୍କରେ ପ୍ଲାଜମା ଦାତାଙ୍କୁ ଉତ୍ସାହିତ କଲେ ରାଜ୍ୟସଭା ସାଂସଦ ସୁବାସ ସିଂ,ଓଡିଶା ମୋ ପରିବାର ଜୀବନବିନ୍ଦୁ କଟକସିଟି ସଂଯୋଜକ ରଂଜନ କୁମାର ବିଶ୍ବାଳ।  Read More

ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ, ଡିସେମ୍ବର ୧୦ରେ ହାଜର ହେବାକୁ ନିର୍ଦ୍ଦେଶ।

ଭୁବନେଶ୍ବର : ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଛାଡ଼ପତ୍ର ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆରମ୍ଭ ହୋଇଛି । ବିଚାରପତି ଅଂଜୁ ବଜାଜ ଚନ୍ଦନା ଏହି ମାମଲାର ଶୁଣାଣି କରିବା ସହ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ।ଆସନ୍ତା ଡିସେମ୍ବର ୧୦ରେ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।Read More

କମିବ ବର୍ଷା

ରାଜ୍ୟରେ ଆଜିଠୁ କମିପାରେ ବର୍ଷା । ଲଘୁଚାପର ପ୍ରଭାବ କମିଥିବା ବେଳେ ଆଜିଠୁ ବର୍ଷା କମିବା ସମ୍ଭାବନା ରହିଛି । ତେବେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେଣୁ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଉ ବଡ଼ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ କହିଛି ।ତେବେ ଆଉ ଏକ ଲଘୁଚାପ ହେବାକୁ ଥିବାରୁ ଏହାର ପ୍ରଭାବରେ ଆସନ୍ତା ୧୧ ତାରିଖରୁ ବର୍ଷା ଆରମ୍ଭ ହେବ । ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ […]Read More

ବର୍ତମାନ ହୁତୁ ହୁତୁ ହୋଇ ଜଳୁଛି ପେଟ୍ରୋଲ ପମ୍ପ୍ ।

ଭୁବନେଶ୍ବର ସ୍ଥିତ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ହୋଇଛି । ପେଟ୍ରୋଲ ପମ୍ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଇଣ୍ଡିଆନ ଅଏଲ ଏହି ପେଟ୍ରୋଲ ପମ୍ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେଉନଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟରେ ନିଆଁ ଧାସ ବହୁତ ଦୂରରୁ ଦେଖାଯାଉଛି । ନିଆଁର ଆକାରର ଅତି ଭୟଙ୍କର ଜଣାପଡୁଛି । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ୩ଟି ଗାଡି ପହଞ୍ଚି […]Read More

ବିଜୁ ଯୁବ ଜନତା ଦଳର ଶୋକ ସଭା

କଟକ କନ୍ଦରପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ଙ୍କୁ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ମନୋଜ ମହାନ୍ତି ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ପିପିଲି ର ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଦଳ ଜଣେ ଉଚ୍ଚକୋଟୀର ନେତା ହରାଇଲା ବୋଲି ଏକ ଶୋକ ସଭାରେ ଯୁବ ଓ ଛାତ୍ର କର୍ମୀମାନେ ପ୍ରକାଶ କରିବା ସହ ଫୋଟୋ ରେ ପୁଷ୍ପମାଲ୍ୟ ଉତ୍ସର୍ଗ କରି ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ […]Read More

ଭୂତକୋଠି ପାଲଟିଛି ବଡ଼ଖଣ୍ଡାଏତା ରେଳଷ୍ଟେଶନ।

ଜଗତସିଂହପୁର: ୧୯୭୪ରେ ଜଗତ୍‌ସିଂହୁର ଜିଲାର ବରିଡ଼ି ତହସିଲ ଅଧୀନ ବଡ଼ଖଣ୍ଡାଏତା ରେଳଷ୍ଟେଶନ ନିର୍ମାଣ ହୋଇଥିଲା। ଏହା କଟକ-ପାରାଦୀପ ରେଳପଥର ସର୍ବପୁରାତନ ଷ୍ଟେଶନ ଥିଲା। ଏହି ଷ୍ଟେସନ ଦେଇ ଜଗତ୍‌ସିଂହପୁର ଏବଂ କଟକ ଜିଲା ଅଧୀନ ୩ଟି ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ଜନସାଧାରଣ ଯାତାୟାତ କରିଥାନ୍ତି। ମାତ୍ର ଫେବୃୟାରୀ ୨୦୦୬ରେ ହଠାତ ଷ୍ଟେଶନକୁ ଉଠାଇ ଦିଆଯାଇ ପବ୍ଲିକ ହଲଟ୍‌ କରିଦିଆଗଲା। ସେଠାରୁ ବୈଷୟିକ ଯନ୍ତ୍ରପାତି ଓ କର୍ମଚାରୀଙ୍କୁ ଅପସାରଣ କରିନିଆଗଲା। ବର୍ତ୍ତମାନ ଏହି ପବ୍ଲିକ ହଲଟ ଭୂତକୋଠିରେ […]Read More

କମୁଛି କରୋନା।

ରାଜ୍ୟରେ କମୁଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨,୬୭୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ ଓ ଲୋକାଲ କେସ୍ ‌୧,୧୧୯ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି ।  Read More

ସ୍ବର୍ଗତ ଲେଙ୍କାଙ୍କ ଶେଷ ଦର୍ଶନ କଲେ କମିଶନର ଓ ଅନ୍ୟ ଅଧିକାରୀ ମାନେ।

କଟକ: ଚାଷୀଙ୍କୁ ମିଳୁନି ସର୍ବନିମ୍ନ ସୁବିଧା | କେତେବେଳେ ଅଭାବୀ ସାର ବିକ୍ରି ତ ଆଉ କେତେବେଳେ ଅଭାବୀ ଧାନ ବିକ୍ରି | ତା ସାଙ୍ଗରେ ପୁଣି ବ୍ୟାଙ୍କରୁ ଋଣ କେତେବେଳେ ମିଳୁଛି ତ ଆଉ କେତେବେଳେ ସାହୁକାରର ସୁଧ ଜୁଲୁମ | ଅନ୍ୟ ପକ୍ଷରେ ବନ୍ୟା, ମରୁଡି ଭୟ | ଏତେ ଅବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା କୃଷିବିଲକୁ ଏବେ ସବୁଠି ବିରୋଧ କରାଯାଉଛି | ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି […]Read More

ଦେହରେ କାଦୁଅ ବୋଳି ଚାଷୀର ପ୍ରତିବାଦ।

କଟକ: ଚାଷୀଙ୍କୁ ମିଳୁନି ସର୍ବନିମ୍ନ ସୁବିଧା | କେତେବେଳେ ଅଭାବୀ ସାର ବିକ୍ରି ତ ଆଉ କେତେବେଳେ ଅଭାବୀ ଧାନ ବିକ୍ରି | ତା ସାଙ୍ଗରେ ପୁଣି ବ୍ୟାଙ୍କରୁ ଋଣ କେତେବେଳେ ମିଳୁଛି ତ ଆଉ କେତେବେଳେ ସାହୁକାରର ସୁଧ ଜୁଲୁମ | ଅନ୍ୟ ପକ୍ଷରେ ବନ୍ୟା, ମରୁଡି ଭୟ | ଏତେ ଅବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା କୃଷିବିଲକୁ ଏବେ ସବୁଠି ବିରୋଧ କରାଯାଉଛି | ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି […]Read More

News in English