ଖ୍ରୀଷ୍ଟିଆନ୍ ମା-ପୁଅଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କଲେ ଦଳେ ଦୁର୍ବୃତ୍ତ।

 ଖ୍ରୀଷ୍ଟିଆନ୍ ମା-ପୁଅଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କଲେ ଦଳେ ଦୁର୍ବୃତ୍ତ।

ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ସଂଖ୍ୟାଲଘୁ ସମୁଦାୟଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସେମାନଙ୍କ ଜୀବନ ନେବାକୁ ବି ପଛାଉନାହାନ୍ତି। ଗୁଜରାନଓ୍ବାଲାରେ ଖ୍ରୀଷ୍ଟିଆନ୍‌ ସମୁଦାୟର ମା ଓ ପୁଅଙ୍କୁ ଭିଡ଼ର ଆକ୍ରୋଶ (ମବ୍‌ ଲିଞ୍ଚିଂ)ର ଶିକାର ହେବାକୁ ପଡ଼ିଛି। ଏହି ଇସ୍‌ଲାମ ଭିଡ଼ ଭିତରେ ମା-ପୁଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

 

Related post

News in English