ଭାରତର ଅନ୍ୟତମ ଅଗ୍ରଣୀ ଗାଡି ନିର୍ମାତା ମହିନ୍ଦ୍ରା କମ୍ପାନୀ ଖୁବଶୀଘ୍ର ଥର ମଡେଲ ର ପାଞ୍ଚ ଦ୍ୱାରର ସଂସ୍କରଣ ନିକଟ ଭବିଷ୍ୟତରେ ଲଞ୍ଚ କରିବାକୁ ଯାଉଛି। ଏଥିସହିତ ଏହା ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଦ୍ୱାରା ଚାଳିତ ହେବ ବୋଲି ଆଶା ।