ଟ୍ରାଫିକ ପୋଷ୍ଟ ସରସସୁନ୍ଦର କଲା ସିଲଭରସିଟି ଗ୍ରୁପ।

 ଟ୍ରାଫିକ ପୋଷ୍ଟ ସରସସୁନ୍ଦର କଲା ସିଲଭରସିଟି ଗ୍ରୁପ।

କଟକ: ଟିମ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗତକାଲି କଟକ ଚଣ୍ଡୀ ମନ୍ଦିର ନିକଟସ୍ଥ ଗୋଲେଇ ପୋଷ୍ଟ ଟିକୁ ସଫା କରାଯାଇଅଛି. ଉଲ୍ଲେଖଯୋଗ୍ୟ କି ଏହି ଟ୍ରାଫିକ ପୋଷ୍ଟ ଟିକୁ ଟିମ ଏସ ଏସ ସି ତରଫରୁ ଆଗରୁ ନବୀକରଣ କରାଯିବା ସହ ନିୟମିତ ବ୍ୟବଧାନ ରେ ବହୁ ବାର ସଫା ମଧ୍ୟ
କୋଭିଡ ୧୯ ର ସତର୍କତା କୁ ପାଳନ ପୁର୍ବକ ରେ ପୋଷ୍ଟ ଟି ରେ ଉଠିଥିବା ଅନାବନା ଗଛ ଲତା ଗୁଡିକୁ ସଫା କରିଥିଲେ।ଆଗକୁ ମଧ୍ୟ ଦରକାର ମୁତାବକ ପୋଷ୍ଟ ଟିର ରକ୍ଷଣବେକ୍ଷଣ କରାଯିବାର ନିଷ୍ପତି ଟ୍ରଷ୍ଟ ତରଫରୁ ନିଆଯାଇଅଛି।

 

Related post

News in English