ପୁରୀରୁ ପୁଣି ଧଳା ଜହର ଜବତ।

 ପୁରୀରୁ ପୁଣି ଧଳା ଜହର ଜବତ।

ପୁରୀ: ପୁରୀରେ ଆଉ ୫୬ ଲକ୍ଷ ଟଙ୍କାର ୫୫୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ, କାଲି ଗୋଟିଏ ଦିନରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ସୂଚନା, ୩ଟି ଚଢ଼ାଉ ଘଟଣାର ସୂଚନା ଦେଲେ ଏସପି ଅଖିଳେଶ୍ବର ସିଂହ। କୁମ୍ଭାରପଡ଼ା ଦେବୀଘାଟ ଛକରେ ୨୫୭ ଗ୍ରାମର ବ୍ରାଉନସୁଗାର ଜବତ, ୨୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ସହ ୫ ବେପାରୀ ଗିରଫ।

 

Related post

News in English