କଟକରେ ସ୍କୁବା ସନ୍ତରଣ ପ୍ରଶିକ୍ଷଣ ନେଉଛନ୍ତି ଉତ୍ତର ପ୍ରଦେଶ ଏସଡ଼ିଆରଏଫ ଯବାନ ମାନେ । ବର୍ତ୍ତମାନ ଏସ ଡି ଆର ଏଫ ଦ୍ଵିତୀୟ ବ୍ୟାଚର ୩୨ ଜଣ ଯବାନ ସାମିଲ ଅଛନ୍ତି। ପାଣି ଭିତରେ ଆପଦା ସମୟରେ କିଭଳି ଭାବରେ ଅତି ସହଜରେ ଜୀବନ ଉଦ୍ଧାର କରାଯାଇପାରିବ ତାହାର ପ୍ରଶିକ୍ଷଣ ଦେଉଛନ୍ତି ଅନ୍ତର୍ରାଷ୍ଟ୍ରୀୟ ସମୁଦ୍ର ବୁଡାଳି ସବୀର ବକ୍ସ।ସମୁଦ୍ରର ଗଭୀର ଜଳ ରାଶି ଭିତରେ ସନ୍ତରଣ କରି ବିଭିନ୍ନ ସମୟରେ କୀର୍ତ୍ତିମାନ ସ୍ଥାପନ କରିଥିବା ସହ ଲିମକା […]Read More
ମୁଖ୍ୟ ଖବର
ଭୁବନେଶ୍ୱର: ଏଥର ରାଜ୍ୟର ୫ଟି ସ୍ଥାନ କୋଣାର୍କ,ହୀରାକୁଦ, ଭିତରକନିକା, ଦାରିଙ୍ଗବାଡ଼ି ଓ ସାତକୋଶିଆରେ ହେବ ଇକୋ ରିଟ୍ରିଟ୍।ପରିବେଶ ପର୍ଯ୍ୟଟନ ପାଇଁ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗାମୀ ୩ ମାସ ଧରି ଚାଲିବ ଇକୋ ରିଟ୍ରିଟ୍।ବର୍ଷକ ତଳେ କେବଳ କୋଣାର୍କରେ ଇକୋ ରିଟ୍ରିଟ ସୁବିଧା ଆରମ୍ଭ ହୋଇଥିଲା। ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ। କୋଭିଡ୍ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଆଶ୍ବସ୍ତିର ବାର୍ତ୍ତା ଦେଲେ ନବୀନ।ପର୍ଯ୍ୟଟନ ସ୍ଥଳୀରେ ସେବା […]Read More
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାତ୍ର ଟପର୍ ତାଲିକା ପ୍ରକାଶ ପାଇ ନ ଥିବାରୁ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ୟୁଜି ଶ୍ରେଣୀରେ ଆନ୍ଥ୍ରୋପୋଲୋଜି ବିଭାଗର ଏଲିନା ଗାଏନ, ଅର୍ଥନୀତିରୁ ଅଙ୍କିତା ମହାପାତ୍ର, ଶିକ୍ଷା ବିଭାଗରୁ ଅପର୍ଣ୍ଣା ସାହୁ, ଇଂରାଜିରୁ ପ୍ରାପ୍ତି ପଟ୍ଟନାୟକ, ହିନ୍ଦୀରୁ ମୌସମ ତିୱାରୀ, ଇତିହାସରୁ ଅର୍ପିତା, ହୋମ୍ ସାଇନ୍ସରୁ ବୈଶାଳୀ ଭରଦ୍ୱାଜ ଦାଶ, ଲାଇବ୍ରେରି ଆଣ୍ଡ୍ ଇନ୍ଫରମେନ୍ […]Read More
୩୧ ପରିଜନଙ୍କୁ ହରାଇଛନ୍ତି ଜୋଛନା୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ।ଏହି ମହାବାତ୍ୟା ରେ ଏରସମା ଗ୍ରାମର ୫୮୭ ଲୋକଙ୍କ ମୃତ୍ୟୁ ହୋଇଥିଲା ମହାବାତ୍ୟାର କରାଳ ରୂପକୁ ଯିଏ ଅଙ୍ଗେ ନିଭାଇଛି ସେ କାଳରାତ୍ରିର ଅନୁଭୂତିକୁ ଅନୁଭବ କରିଛି। ଏବେ କେବଳ ସ୍ମୃତି ଛଡ଼ା ଅନ୍ୟ କିଛିନାହିଁ। ଯେ ଶୁଣିଛି, ସେ ଅଧୀର ହୋଇଛି। ସେ ଯନ୍ତ୍ରଣା ଦଗ୍ଧ ଜୀବନର ବିଭୀଷିକାପୂର୍ଣ୍ଣ କାହାଣୀକୁ ଯେ, ନିକଟରୁ ଦେଖିଛି, ସେ କଥା ମନେପଡ଼ିଲେ ଏବେ ବି ଲୋମମୂଳ ଟାଙ୍କୁରି ଉଠେ। […]Read More