ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ୍ ପରିଚାଳନା ଓ ମହାମାରୀକୁ ରୋକିବା ନିମନ୍ତେ ଏକ ସଂକଳ୍ପ ପ୍ରସ୍ତାବକୁ ଅନୁମୋଦନ ସହ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅନ୍ୟ ୧୦ଟି ପ୍ରସ୍ତାବ […]Read More
ଭୁବନେଶ୍ୱର: ବୁଲା ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା। ୬୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଟି ମହାନଗର ନିଗମ ଓ ୪୮ଟି ମ୍ୟୁନିସିପାଲିଟିକୁ ମିଳିବ ସହାୟତା ରାଶି, ୬୧ଟି ଏନ୍ଏସିମାନଙ୍କୁ ମଧ୍ୟ ମିଳିବ ସହାୟତା ଅର୍ଥରାଶି।Read More
ସାବଧାନ ମୁଁ କରୋନା ମୁଁ କାହାକୁ ଛାଡେ ନା ମୋ ଠାରୁ ରକ୍ଷା ପାଇବାକୁ ହେଲ ମାସ୍କ ପନ୍ଧି,ସତର୍କ ରୁହ ନଚେତ୍ କେତେ ବେଳେ ମଧ୍ୟ ଜୀବନ ଯିବ। ଏଭଳି ଅଭିନବ ଉପାୟରେ ରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମରେ କିଛି ଯୁବକ ଲୋକଙ୍କୁ କରୁଛନ୍ତି ସଚେତନା। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସବୁଠି ସଚେତନାକୁ ଗୁରୁତ୍ଵ ଦିଆଯାଇଛି । ସାରା ଦେଶର ଏବେ ସଚେତନତା ଦ୍ଵାରା ହିଁ ରୋଗକୁ ନିୟନ୍ତ୍ରଣ […]Read More
ଚିଲିକା: ଖୋର୍ଦ୍ଧା ଉପଖଣ୍ଡରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି। ତାକୁ ଯଦି ଲକ୍ଷ୍ୟ କରିବା ବର୍ତ୍ତମାନ ଜିଲ୍ଲାରେ ଯେତିକି କୋଭିଡ କେୟାର ସେଣ୍ଟର ଅଛି ତାହା ଆଗାମୀ ଦିନରେ ପର୍ଯ୍ୟାପ୍ତ ହେବନାହିଁ ବୋଲି ପୂର୍ବାନୁମାନ କରିସାରିଛି ଜିଲ୍ଲା ପ୍ରଶାସନ। ତେଣୁ ଗତକାଲି ଅପରାହ୍ନରେ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍ଏସ୍ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ୧୫୦ […]Read More
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଫାଣ୍ଡି ପୋଲିସ ଦ୍ୱାରା ଆଜିଠାରୁ ଆରମ୍ଭ ହୋଇଛି ଲକ ଡ଼ାଉନରେ ସେବା କାର୍ଯ୍ୟ । ବାଲୁଗାଁ ଏସଡ଼ିପିଓ ଙ୍କ ନିର୍ଦେଶ କ୍ରମେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଆଜି ଠାରୁ ନାଚୁଣୀ ଫାଣ୍ଡି ଅଞ୍ଚଳରେ ଥିବା ବିଭିନ୍ନ ଅସହାୟ ଭୋକିଲା ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ପରଷୁଛନ୍ତି । ତତ ସହିତ ଯଦି କେହି ପାରିବାରିକ ନିର୍ଯ୍ୟାତନାର ଶିକାର ହୋଇ ଫାଣ୍ଡିକୁ ଏତଲା ପାଈଁ ଆସୁଛନ୍ତି ତେବେ ତାଙ୍କୁ ମଧ୍ୟ ଶ୍ରୀ […]Read More
କଟକ : ଚୌଦ୍ୱାର ଥାନା ପୋଲିସ କୁ ବଡ ସଫଳତା।ଜଣେ ନାବାଳକ ଲୁଟେରାକୁ ଗିରଫ କରିବା ସହ ତା ଠାରୁ ବହୁ ପରିମାଣର ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ କରିଛି। ସୂଚନା ଅନୁସାରେ , ୩୦.୪.୨୦୨୧ ଚୌଦ୍ୱାର ଧୂମାବତୀ ନଗର ର ସମ୍ବିତ କୁମାର ବେହେରାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ , ଉକ୍ତ ଦିନ ୨ଟା ରେ କେହି ତାଙ୍କ ଘରେ ପଶି ୨ଟି ସ୍ମାର୍ଟ ଫୋନ,ଏକ ପିତ୍ତଳ ହନୁମାନ ମୂର୍ତ୍ତି,ଏକ ପିତ୍ତଳ କଇଁଛ, […]Read More
ଚିଲିକା: ଆଜି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ଆରମ୍ଭ ହୋଇଛି । ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ। କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା […]Read More
ବାଣପୁର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲକଡ଼ାଉନ କଟକଣା ଆରମ୍ଭ ହେଉଛି। ଏହି ସମୟରେ ରାସନ ଏବଂ ପରିବା ଦୋକାନ ସକାଳ ୬ ଟା ରୁ ୧୨ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରିକି ଗତକାଲି ସ୍ୱତନ୍ତ ରିଲିଫ କମିଶନର ଜନସାଧାରଣଙ୍କୁ ଲକ ଡ଼ାଉନ ସମୟରେ ଭୟଭୀତ ନହେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି।ତେବେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷ ପ୍ରଚୁର ପରିମାଣରେ ମହଜୁଦ ଥିବା ସରକାର କହୁଥୁବା ବେଳେ ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ […]Read More
ନୂଆଦିଲ୍ଲୀ: ଆଉ ଖେଳା ଯିବ ନାହିଁ ଆଇପିଏଲ-୧୪ ସଂସ୍କରଣର ବାକି ଥିବା ମ୍ୟାଚଗୁଡିକ। ଏକାଧିକ ଖେଳାଳି କରୋନା ଚିହ୍ନଟ ହେବା ପରେ ବିସିସିଆଇ ଅବଶିଷ୍ଟ ସମସ୍ତ ମ୍ୟାଚ କୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି। ଗତକାଲି କୋଲକୋତା ନାଇଟ ରାଇଡ଼ର୍ସ ଏବଂ ରୟାଲ ଚ୍ୟାଲେଞ୍ଜର ବେଙ୍ଗୁଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ମଧ୍ୟ ବାତିଲ କରି ଦିଆଯାଇଥିଲା। କେକେଆରର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା […]Read More
କଟକ: ଆଜି ସକାଳ ୬ ଟା ସମୟରେ ମଙ୍ଗୁଳି ଛକ ନିକଟରେ ଏକ ପିକ ଅପ ଗାଡି ମଧ୍ୟରେ ତିନି ଗୋଟି ବସ୍ତା ମଧ୍ୟରେ ୬୦ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଗିରଫ। ଏହି ଗଞ୍ଜାଇ କନ୍ଧମାଳ ରୁ ବାଲେଶ୍ୱର କୁ ଚାଲାଣ ହେଉଥିଲା।Read More