ଗାନ୍ଧୀ ଜୟନ୍ତୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

 ଗାନ୍ଧୀ ଜୟନ୍ତୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଟକ ସହରର ରାଜବଗିଚା ଲେବର କଲୋନୀ ଅଞ୍ଚଳରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁପି ସ୍କୁଲ୍ ପ୍ରାଗଂଣରେ କଲୋନୀର ପରିଚାଳନା କମିଟି ଓ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏହି ମହାନ କାର୍ଯ୍ୟ କରାଯାଇଥିଲା। ପ୍ରଥମେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ସ୍ମୃତିଚାରଣ କରି ପରେ ବୃକ୍ଷରୋପଣ କରାଯାଇଥିଲା।

 

Related post

News in English