ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜଣେ ଯୁବକ ନିଜ ପ୍ରେମିକାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛି । ଏଥିରେ ଯୁବତୀ ଜଣକ ପୋଡିହୋଇ ପ୍ରାଣ ହରାଇଛନ୍ତି । ତେବେ ଜଳୁଥିବା ବେଳେ ଯୁବତୀ ଜଣକ ଅଭିଯୁକ୍ତ ଯୁବକକୁ ଜାବୁଡି ଧରିବାରୁ ସେ ମଧ୍ୟ ପୋଡିହୋଇ ପ୍ରାଣ ହରାଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବିଜୟୱାଡାର ପର୍ସଲ ସେଣ୍ଟର ଅନ୍ତର୍ଗତ ହନୁମାନପେଟ୍ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଯୁବତୀ ଜଣକ ଏକ କୋଭିଡ କେୟାର ସେଣ୍ଟରରେ […]Read More
କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନଙ୍କର ପରଲୋକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସେ ଖାଦ୍ୟଯୋଗାଣ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ। Read More
ଫୋର୍ବ୍ସ ଜାରି କଲା ୧୦୦ ଧନୀ ଭାରତୀୟଙ୍କ ତାଲିକା । ଆର ଆଇ ଏଲ ଅଧ୍ୟକ୍ଷ ମୁକେଶ ଅମ୍ବାନି ସବୁଠାରୁ ଧନୀ ଭାରତୀୟ । ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୮୮.୭ ବିଲିଅନ ଡଲାର ରହିଛି । ଲଗାତାର ୧୩ ବର୍ଷ ଧରି ମୁକେଶ ଅମ୍ବାନି ସବୁଠୁ ଧନୀ ଭାରତୀୟ ହୋଇଛନ୍ତି। Read More
ବେଲଗୁଣ୍ଠା:ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ କରୋନାରେ ଆକ୍ରାନ୍ତ ଜଣେ ଅଙ୍ଗନବାଡୀ କର୍ମୀ ଙ୍କ ମୃତ୍ୟୁ ଘଟିଛି ।କର୍ମୀ ଜଣଙ୍କ ହେଲେ ବେଲ୍ଲଗୁଣ୍ଠା ବ୍ଲକ ବଡବୋର୍ସିଣ୍ଗ ପଞ୍ଚାୟତ ଡିମିରିପଲ୍ଳୀରେ କାର୍ଯ୍ୟରତ ଅଙ୍ଗନବାଡୀ କର୍ମୀ ପ୍ରିୟଙ୍କା ପ୍ରଧାନ । ପ୍ରିୟଙ୍କା ବେଲ୍ଲଗୁଣ୍ଠା ନିକଟ ବାଣତୂମ୍ବରେ ବିବାହ କରିଥିଲେ । ସ୍ଵାମୀଙ୍କ ସହ ମତାନ୍ତର ପରେ ନିଜ ଦୁଇ ଝିଅକୁ ଧରି ସେ ଅଲଗା ରହୁଥିଲେ । ମା କୁ ହରାଇ ଦୁଇ ଛୋଟ ଝିଅ ବେ ସାହାରା ହେଇଜାଇଛନ୍ତି । ତାଙ୍କ […]Read More
ବିଶ୍ୱର ସବୁଠାରୁ ଦୀର୍ଘତମ ରାଜପଥ ଟନେଲ “ଅଟଳ ଟନେଲ” କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ରୋହତାଙ୍ଗରେ ଦୀର୍ଘ ଦିନ ଧରି ନିର୍ମିତ “ଅଟଳ ଟନେଲ” କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଛନ୍ତି I ଏହି ଅବସରରେ CDP ବିପିନ ରାବତ , ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ Iଅଟଳ ଟନେଲର ଲମ୍ବ ହେଉଛି ୯.୦୨ କିମି ଏବଂ ସମୁଦ୍ର ପତ୍ତନରୁ […]Read More
କଟକ: ଆଜି ହେଉଛି ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ କଟକରେ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯାଇଛି ଗାନ୍ଧୀ ଜୟନ୍ତୀ। ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ନେତୃତ୍ୱରେ ନୂଆବଜାରସ୍ଥିତ କୁଷ୍ଠାଶ୍ରମ ପରିସରରେ ପାଳନ କରାଯାଇଛି ଗାନ୍ଧୀ ଜୟନ୍ତୀ। କୁଷ୍ଠାଶ୍ରମ ପରିସରରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। ତେବେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା। […]Read More
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କଟକ ମହାନଗର ନିଗମର ତେଲଙ୍ଗାପେଣ୍ଠ ଠାରେ ଥିବା ଗାନ୍ଧୀସ୍ମୃତି ପୀଠ ଠାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସକାଳେ ରାମଧୁନ ପ୍ରଚାର କରାଯିବା ପରେ ସକାଳ ୯ ଟାରେ ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ଡାୟତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି […]Read More
କଟକ ସହରର ରାଜବଗିଚା ଲେବର କଲୋନୀ ଅଞ୍ଚଳରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁପି ସ୍କୁଲ୍ ପ୍ରାଗଂଣରେ କଲୋନୀର ପରିଚାଳନା କମିଟି ଓ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏହି ମହାନ କାର୍ଯ୍ୟ କରାଯାଇଥିଲା। ପ୍ରଥମେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ସ୍ମୃତିଚାରଣ କରି ପରେ ବୃକ୍ଷରୋପଣ କରାଯାଇଥିଲା। Read More